କେନ୍ଦ୍ରାପଡ଼ା,୨୫/୦୭/୨୦୨୧(ଓଡ଼ିଶା ସମାଚାର)- ରବିବାର କେନ୍ଦ୍ରାପଡ଼ା ଜିଲାରେ ୮୭ ଜଣ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ନୂତନ ଆକ୍ରାନ୍ତ ଙ୍କ ମଧ୍ୟରେ ଆଳି ବ୍ଲକ୍ ରେ ୩ ଜଣ,ଡ଼େରାବିଶ ବ୍ଲକ୍ ରେ ୧୩ ଜଣ,ଗରଦପୁର ବ୍ଲକ୍ ରେ ୮ ଜଣ,କେନ୍ଦ୍ରାପଡ଼ା ବ୍ଲକ୍ ରେ ୨୦ ଜଣ,ମହାକାଳପଡ଼ା ବ୍ଲକ୍ ରେ ୪ ଜଣ, ମାର୍ଶାଘାଇ ବ୍ଲକ୍ ରେ ୭ ଜଣ,ପଟ୍ଟାମୁଣ୍ଡାଇ ବ୍ଲକ୍ ରେ୧୬ ଜଣ,ରାଜକନିକା ବ୍ଲକ୍ ରେ ୧୧ ଜଣ,ରାଜନଗର ବ୍ଲକ୍ ରେ ୩ ଜଣ,କେନ୍ଦ୍ରାପଡ଼ା ମୁନିସପାଲିଟି ରେ ୨ ଜଣ ଏହିପରି ମୋଟ ୮୭ ଜଣ ଚିହ୍ନଟ ହୋଇଥିବା ଜିଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ରୁ ଜଣାପଡ଼ିଛି । ଓଡ଼ିଶା ସମାଚାର