Wednesday , December 1 2021
Breaking News
Home / ସ୍ୱାସ୍ଥ୍ୟ / କେନ୍ଦ୍ରାପଡ଼ା ଜିଲାରେ ଆଜି ୮୭ ଜଣ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ

କେନ୍ଦ୍ରାପଡ଼ା ଜିଲାରେ ଆଜି ୮୭ ଜଣ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ

କେନ୍ଦ୍ରାପଡ଼ା,୨୫/୦୭/୨୦୨୧(ଓଡ଼ିଶା ସମାଚାର)- ରବିବାର କେନ୍ଦ୍ରାପଡ଼ା ଜିଲାରେ ୮୭ ଜଣ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ନୂତନ ଆକ୍ରାନ୍ତ ଙ୍କ ମଧ୍ୟରେ ଆଳି ବ୍ଲକ୍ ରେ ୩ ଜଣ,ଡ଼େରାବିଶ ବ୍ଲକ୍ ରେ ୧୩ ଜଣ,ଗରଦପୁର ବ୍ଲକ୍ ରେ ୮ ଜଣ,କେନ୍ଦ୍ରାପଡ଼ା ବ୍ଲକ୍ ରେ ୨୦ ଜଣ,ମହାକାଳପଡ଼ା ବ୍ଲକ୍ ରେ ୪ ଜଣ, ମାର୍ଶାଘାଇ ବ୍ଲକ୍ ରେ ୭ ଜଣ,ପଟ୍ଟାମୁଣ୍ଡାଇ ବ୍ଲକ୍ ରେ୧୬ ଜଣ,ରାଜକନିକା ବ୍ଲକ୍ ରେ ୧୧ ଜଣ,ରାଜନଗର ବ୍ଲକ୍ ରେ ୩ ଜଣ,କେନ୍ଦ୍ରାପଡ଼ା ମୁନିସପାଲିଟି ରେ ୨ ଜଣ ଏହିପରି ମୋଟ ୮୭ ଜଣ ଚିହ୍ନଟ ହୋଇଥିବା ଜିଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ରୁ ଜଣାପଡ଼ିଛି । ଓଡ଼ିଶା ସମାଚାର

About admin

Check Also

ରୋଗୀଙ୍କୁ ଦଇବ ସାହା :ଅପହଞ୍ଚ ଇଲାକାରେ ଫାର୍ମାସିଷ୍ଟଙ୍କ ଦ୍ଵାରା ଚାଲିଛି ସ୍ବାସ୍ଥ୍ୟକେନ୍ଦ୍ର

ବାଲିଗୁଡା,୨୮/୧୧ /୨୧(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ) :କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଟିକାବାଲି ବ୍ଲକ ଅନ୍ତର୍ଗତ ଗାର୍ଡିଙ୍ଗିଆ ଗ୍ରାମ ପଞ୍ଚାୟତରେ …

Leave a Reply

Your email address will not be published. Required fields are marked *