Tuesday , September 28 2021
Breaking News
Home / ରାଜନୀତି / ଜୁନାଗଡ଼ରେ ବିଜେଡିର ବ୍ଲକ ସ୍ତରୀୟ ଅନୁସୂଚିତ ଜାତି ସମ୍ମିଳନୀ

ଜୁନାଗଡ଼ରେ ବିଜେଡିର ବ୍ଲକ ସ୍ତରୀୟ ଅନୁସୂଚିତ ଜାତି ସମ୍ମିଳନୀ

ଜୁନାଗଡ଼ ୨୩/୦୭/୨୦୨୧(ଓଡ଼ିଶା ସମାଚାର/ ରାକେଶ ବେମାଲ)- କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସହର ସ୍ଥିତ ବଜାର ପ୍ରାଙ୍ଗଣରେ ବ୍ଲକ ବିଜେଡିର ଅନୁସୂଚିତ ଜାତି ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଅନୁସୂଚିତ ଜାତି ବ୍ଲକ ସଭାପତି ଦୁଷ୍ମନ୍ତ ବାଗଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଅନୁସୂଚିତ ଜାତି କଳାହାଣ୍ଡି ଜିଲ୍ଲା ସଭାପତି ପ୍ରଶାନ୍ତ ନାଏକ,ପୂର୍ବତନ ନଗରପାଳ ସୁଧାଂଶୁ ଶେଖର ବରାଡ଼, ବ୍ଲକ ସଭାପତି ପ୍ରମୋଦ ବେହେରା, ଦେବରାଜ ଛାତ୍ରୀଆ, ବିସମ୍ବର ବାଗ, କାଳିଆ କନ୍ଦପାନ,ସଚିନ ଆନ୍ଦନୀ, କାମାକ୍ଷ ପ୍ରଧାନୀ, ଭୀଷ୍ମ ବାଗ, ଆଲୋକ ମହାପାତ୍ର, ଶୈଳେନ୍ଦ୍ର ପାତ୍ର, ଶତ୍ରୁଘ୍ନ ନାଗ, ଗଣେଶ ପଧାନଙ୍କ ସମେତ ବହୁ ବିଜେଡି ନେତା ଓ କର୍ମୀ ଉପସ୍ଥିତ ରହି ଆଗାମୀ ଦିନରେ ବିଜେଡିକୁ ତୃଣମୂଳ ସ୍ତରରୁ ସୁଦୃଢ଼ କରିବା ମତବ୍ୟକ୍ତ କରିଥିଲେ। ଓଡ଼ିଶା ସମାଚାର

About admin

Check Also

ହିନ୍ଦୁ ମଜଦୂର ସଂଘ ପକ୍ଷରୁ ରାସ୍ତା ରୋକ

କଟକ୨୭/୦୯/୨୦୨୧( ଓଡିଶା ସମାଚାର/ଦେବାଶିଷ ରଥ): ଆଜି ସାରା ଦେଶରେ ରାଷ୍ଟ୍ରୀୟ କୃଷକ ମୋର୍ଚ୍ଚା ତରଫରୁ ଭାରତ ସରକାର ଙ୍କ କୃଷକ …

Leave a Reply

Your email address will not be published. Required fields are marked *