Monday , December 6 2021
Breaking News
Home / ବିଶେଷ / ବିରଳ ପ୍ରଜାତିର ଏଣ୍ଡୁଅ ଉଦ୍ଧାର

ବିରଳ ପ୍ରଜାତିର ଏଣ୍ଡୁଅ ଉଦ୍ଧାର

ଭଣ୍ଡାରିପୋଖରୀ, ୨୨/୦୭/୨୦୨୧(ଓଡ଼ିଶା ସମାଚାର)-  ଭଣ୍ଡାରିପୋଖରୀ ବ୍ଲକର ତେସିଙ୍ଗା ପଂଚାୟତ ଅନ୍ତର୍ଗତ ବିଶୋଳ ହରିଜନସାହିର ଉମାକାନ୍ତ ଜେନା ନିଜ ବାଡିରୁ ଘାସ ସଫା କରିବା ବେଳେ ବିରଳ ପ୍ରଜାତିର ଏଣ୍ଡୁଅ ମଙ୍ଗଳବାର ଉଦ୍ଧାର କରିଥିବା ଜଣାଯାଇଛି । ଏହି ଏଣ୍ଡୁଅକୁ ଦେଖିବା ପାଇଁ ବହୁ ଲୋକ ଭିଡଲାଇଛନ୍ତି  । ଏଣ୍ଡୁଅକୁ ବନ ବିଭାଗକକୁ ହସ୍ତାନ୍ତର କରିବା ପାଇଁ ଯୋଗଯୋଗ କରାଯାଇଥିବା ଜଣାଯାଇଛି ।ଓଡ଼ିଶା ସମାଚାର

About admin

Check Also

ପଂଚାୟତିରାଜ ବ୍ୟବସ୍ଥାରେ ମନମାନୀ : ନିର୍ବାଚିତ ପ୍ରତିନିଧିଙ୍କ କ୍ଷମତା ଓ ଅଧିକାରକୁ ଫୁ

ଅଦୃଶ୍ୟ ଶକ୍ତିଙ୍କ ଗୁପ୍ତ ଚିଠାରେ ହେଉଛି ବିଭିନ୍ନ ପ୍ରକଳ୍ପ ଚୟନ ଓ ଅନୁମୋଦନ କେନ୍ଦ୍ରାପଡ଼ା, ୦୫/୧୨/୨୦୨୧(ଓଡ଼ିଶା ସମାଚାର)-ଗ୍ରାମାଂଚଳ ର ବିକାଶ …

Leave a Reply

Your email address will not be published. Required fields are marked *