Friday , September 29 2023
Breaking News
Home / ବିଶେଷ / ବିରଳ ପ୍ରଜାତିର ଏଣ୍ଡୁଅ ଉଦ୍ଧାର

ବିରଳ ପ୍ରଜାତିର ଏଣ୍ଡୁଅ ଉଦ୍ଧାର

ଭଣ୍ଡାରିପୋଖରୀ, ୨୨/୦୭/୨୦୨୧(ଓଡ଼ିଶା ସମାଚାର)-  ଭଣ୍ଡାରିପୋଖରୀ ବ୍ଲକର ତେସିଙ୍ଗା ପଂଚାୟତ ଅନ୍ତର୍ଗତ ବିଶୋଳ ହରିଜନସାହିର ଉମାକାନ୍ତ ଜେନା ନିଜ ବାଡିରୁ ଘାସ ସଫା କରିବା ବେଳେ ବିରଳ ପ୍ରଜାତିର ଏଣ୍ଡୁଅ ମଙ୍ଗଳବାର ଉଦ୍ଧାର କରିଥିବା ଜଣାଯାଇଛି । ଏହି ଏଣ୍ଡୁଅକୁ ଦେଖିବା ପାଇଁ ବହୁ ଲୋକ ଭିଡଲାଇଛନ୍ତି  । ଏଣ୍ଡୁଅକୁ ବନ ବିଭାଗକକୁ ହସ୍ତାନ୍ତର କରିବା ପାଇଁ ଯୋଗଯୋଗ କରାଯାଇଥିବା ଜଣାଯାଇଛି ।ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *