Monday , December 6 2021
Breaking News
Home / ତାଜା ଖବର / ପାଇଖାନା ଟାଙ୍କିର ସେନ୍ଟ୍ରିଂ ଖୋଲିବାକୁ ଯାଇ ଶ୍ୱାସରୁଦ୍ଧ ହୋଇ ୩ ଜଣଙ୍କର ମୃତ୍ୟୁ

ପାଇଖାନା ଟାଙ୍କିର ସେନ୍ଟ୍ରିଂ ଖୋଲିବାକୁ ଯାଇ ଶ୍ୱାସରୁଦ୍ଧ ହୋଇ ୩ ଜଣଙ୍କର ମୃତ୍ୟୁ

ବ୍ରହ୍ମପୁର,୨୨/୦୭/୨୦୨୧(ଓଡ଼ିଶା ସମାଚାର)- ଗୋପାଳପୁର ଥାନା ଅନ୍ତର୍ଗତ ବିକ୍ରମପୁର ଗାଁରେ ଘଟିଛି ଏକ ଅଘଟଣ । ଏକ ପାଇଖାନା ଟାଙ୍କିର ସେନ୍ଟ୍ରିଂ ଖୋଲିବାକୁ ଯାଇ ଜଣକ ପରେ ଜଣେ ଏହିପରି ୩ ଜଣଙ୍କର ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ଘଟିଛି । ଉଦ୍ଧାର କରିବାକୁ ଯାଇ ଜଣଙ୍କ ପରେ ଜଣଙ୍କର ମୃତ୍ୟୁ ଘଟିଛି । ମୃତକ ହେଲେ ମିସ୍ତ୍ରୀ ଏନ୍ ସଦାନନ୍ଦ,ପଡ଼ୋସୀ ପି କ୍ରୀଷ୍ଣା ରେଡ଼ି ଏବଂ ପି. ଦାଲେୟା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।ଓଡ଼ିଶା ସମାଚାର

 

About admin

Check Also

ରାଜଧାନୀର ଡ଼େଲଟା ଛକ ରେ ଥିବା ଲକ୍ଷ୍ମୀନାରାୟଣ ଜୁଏଲାରୀ ରୁ କୋଟିଏ ଟଙ୍କାର ସୁନା ଗହଣା ଓ ନଗଦ ଟଙ୍କା ଲୁଟ ଅଭିଯୋଗ

ଭୁବନେଶ୍ୱର,୦୫/୧୨/୨୦୨୧ (ଓଡ଼ିଶା ସମାଚାର)-ଗତକାଲି ବିଳମ୍ବିତ ରାତିରେ ରାଜଧାନୀର ଡ଼େଲଟା ଛକ ରେ ଥିବା ଲକ୍ଷ୍ମୀନାରାୟଣ ଜୁଏଲାରୀ ର ଗ୍ରୀଲ ଓ …

Leave a Reply

Your email address will not be published. Required fields are marked *