Saturday , April 1 2023
Breaking News
Home / ବିଶେଷ / ଖବରକାଗଜ ବିତରକଙ୍କ ମାତୃ ବିୟୋଗ

ଖବରକାଗଜ ବିତରକଙ୍କ ମାତୃ ବିୟୋଗ

କେନ୍ଦ୍ରାପଡ଼ା,୨୨/୦୭/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଜମଧର ଗ୍ରାମପଂଚାୟତର ବଡଗାଁ ଗ୍ରାମର ଖବରକାଗଜ ବିତରକ ଡମ୍ବରୁଧର ସାହୁଙ୍କ ମା ତଥା ସ୍ୱର୍ଗତ ମଥୁରାନନ୍ଦ ସାହୁଙ୍କ ଧର୍ମପତ୍ନୀ ନୟନା ସାହୁଙ୍କର ୮୭ବର୍ଷ ବୟସରେ ପରଲୋକ ହୋଇଯାଇଛି । ସେ ଜଣେ ଧର୍ମ ପରାୟଣା ଓ ପରୋପକାରୀ ମହିଳା ଥିଲେ । ଗ୍ରାମ୍ୟ ଶ୍ମସାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଛି । ଓଡ଼ିଶା ସମାଚାର

Leave a Reply

Your email address will not be published.