Wednesday , December 8 2021
Home / ପର୍ଯ୍ୟଟନ ଓ ସଂସ୍କୃତି / ହରିପୁର ଦୋଳମୁଣ୍ଡାଇ ଶ୍ରୀଜୀଉଙ୍କ ବାହୁଡୁଡ଼ା ଯାତ୍ରା

ହରିପୁର ଦୋଳମୁଣ୍ଡାଇ ଶ୍ରୀଜୀଉଙ୍କ ବାହୁଡୁଡ଼ା ଯାତ୍ରା

କଟକ, ୨୧/୦୭/୨୦୨୧(ଓଡ଼ିଶା ସମାଚାର)- ହରିପୁର ଦୋଳମୁଣ୍ଡାଇ ସ୍ଥିତ ଶ୍ରୀଶ୍ରୀ ପତିତପାବନ ଜୀଉ ମାନଙ୍କ ବାହୁଡା ଯାତ୍ରା କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ କରୋନା ମହାମାରୀର ସମସ୍ତ କଟକଣାକୁ ପାଳନ କରି ବାହୁଡା ଯାତ୍ରା ପାଳନ କରାଯାଇଛି । ଚଳତବର୍ଷ ଶ୍ରୀଶ୍ରୀ ପତିତପାବନ ଜୀଉ ମାନଙ୍କ ନିମନ୍ତେ ଏକ ନୂତନ ରଥ ନିର୍ମାଣ କରାଯାଇଅଛି । ଏହାର ଉଚ୍ଚତା ୯ ଫୁଟ ହୋଇଥିବା ବେଳେ ଚଉଡା ୬ ଫୁଟ ଏବଂ ୬ ଗୋଟି ଚକା ବିଶିଷ୍ଟରେ ନିର୍ମାଣ କରାଯାଇଛି । ବାହୁଡାଯାତ୍ରା କାର୍ଯ୍ୟକ୍ରମରେ ରାଜା ଶ୍ରୀଯୁକ୍ତ ବ୍ରଜ କିଶୋର ପ୍ରଧାନ ତ୍ୱରାନ୍ୱିତ କରିବା ସହିତ ଗ୍ରାମର ସମସ୍ତ ମୁରବି,ସଂକୀର୍ତନ ବନ୍ଧୁମାନେ ଓ ଯୁବ ସମାଜଙ୍କ ମାଧ୍ୟମରେ ଶାନ୍ତି ଶୃଙ୍ଖଳା ସହିତ ପାଳନ କରାଯାଇଛି । ଅନ୍ୟ ମାନଙ୍କ ମଧ୍ୟରେ ଗ୍ରାମ ଅଧିକାରୀ ଶ୍ରୀଯୁକ୍ତ ବାବୁ ପ୍ରଧାନ,କ୍ଷୀରୋଦ ମହାରଣା, ପୂଜାକମିଟି ସଭାପତି ଶ୍ରୀଯୁକ୍ତ ପ୍ରଦୀପ ମୁଳିଆ, ସାଧାରଣ ସମ୍ପାଦକ ଶ୍ରୀ ଲିଙ୍ଗରାଜ ହାତୀ,କିଶୋର ପ୍ରଧାନ, କାହ୍ନା ପ୍ରଧାନ, ବିଜୟ ମୁଳିଆ, ରାଜ କିଶୋର ରାଉତ, ଧନେଶ୍ୱର ମୁଳିଆ, ପୂର୍ଣ୍ଣ ଚନ୍ଦ୍ର ସ୍ୱାଇଁ, ରବୀନ୍ଦ୍ର ରଥ, ମନ୍ମଥ ନାଥ ସିଂ, ବାଉରୀ ବନ୍ଧୁ ପରିଡା, ଗଜେନ୍ଦ୍ର ମହାରଣା, ହରେକୃଷ୍ଣ ମୁଳିଆ, ଦେବ ମହାରଣା, ଶ୍ରୀବତ୍ସ ରାଉତ, ଧନଞ୍ଜୟ ମୁଳିଆ, କାଳନ୍ଦୀ ମୁଳିଆ, ସରୋଜ ମୁଳିଆ, ନିହାର ରଞ୍ଜନ ମୁଳିଆ, ମଂଟୁ ଅଗ୍ରୱାଲ, ଉପେନ୍ଦ୍ର ବେହେରା, କାବୁଲି ମୁଳିଆ, ଗୋବିନ୍ଦ ମୁଳିଆ, ପ୍ରତାପ ମୁଳିଆ, ରବୀନ୍ଦ୍ର ରାଉତ, ଅଶୋକ ସାହୁ, କିଶୋର କୁମାର ମହାପାତ୍ର, ଶିବ ମହାରଣା, ଶଙ୍କରା ମୁଳିଆ, ସନାତନ ସ୍ୱାଇଁ, ମନୋଜ କୁମାର ହାତୀ, ଶଙ୍କରା ମହାରଣା, କାଳିଆ ବେହେରା, ରୋହିତ ମୁଳିଆ, ସୁନୀଲ ପ୍ରଧାନ, ବବୁଲୁ ମହାରଣା, ଅଶୋକ ମହାରଣା, ସୁକାନ୍ତ ପ୍ରଧାନ, ବିନୋଦ ମୁଳିଆ, ଆକାଶ ମହାରଣା, ବାବୁ ମୁଳିଆ, ରାଜୁ ମୁଳିଆ, ଶିବୁ ମୁଳିଆ, ଟନିଆ ମୁଳିଆ, ରାକେଶ ମହାରଣା, ମୁନୁ ମୁଳିଆ, ପିନ୍ଟୁ ମୁଳିଆ, ବାପୁନ ମୁଳିଆ, ରକି ମୁଳିଆ, ବିଟୁଆ ମୁଳିଆ, ବୁଲୁ ଜେନା, କାଳିଆ ମହାରଣା, ଫେଲୁ ରାଉତ, ପ୍ରସାଦ ଜେନା, ରବୀନ୍ଦ୍ର ସାହୁ, ସଂଗ୍ରାମ ଛାଟୋଇ, ସୋମୁ ପ୍ରଧାନ, ମଣି ପ୍ରଧାନ, ଭୁପୁ ପ୍ରଧାନ, ହରେକୃଷ୍ଣ ଦାସ ପ୍ରମୁଖ ଏହି ସାଂସ୍କୃତିକ, ଧାର୍ମିକ ଓ ସଂକୀର୍ତନ କାର୍ଯ୍ୟକ୍ରମରେ ଯୋଗ ଦେଇ ଶ୍ରୀଜୀଉମାନଙ୍କ ଆଶୀର୍ବାଦ ଭିକ୍ଷା ଲାଭ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ଶିକ୍ଷାବିତ ପୁରୁଷୋତମ ସ୍ୱାଇଁ ଙ୍କ ପରଲୋକ

ରଘୁନାଥପୁର, ୦୭/୧୨/୨୦୨୧(ଓଡ଼ିଶା ସମାଚାର)- ରଘୁନାଥପୁର ବ୍ଲକ୍ ଗୁଆଳିପୁର ପଂଚାୟତ କୁର୍ତାଙ୍ଗ ଗ୍ରାମର ସୁନାମଧନ୍ୟ ଶିକ୍ଷକ ପୁରୁଷୋତମ ସ୍ୱାଇଁ ଙ୍କ ୬୭ …

Leave a Reply

Your email address will not be published. Required fields are marked *