Thursday , March 23 2023
Home / ତାଜା ଖବର / କେନ୍ଦ୍ରାପଡ଼ା ଜିଲାରେ ଆଜି ୭୩ ଜଣ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ

କେନ୍ଦ୍ରାପଡ଼ା ଜିଲାରେ ଆଜି ୭୩ ଜଣ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ

କେନ୍ଦ୍ରାପଡ଼ା,୨୧/୦୭/୨୦୨୧(ଓଡ଼ିଶା ସମାଚାର)- ଆଜି କେନ୍ଦ୍ରାପଡ଼ା ଜିଲାରେ ୭୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ଆକ୍ରାନ୍ତ ଙ୍କ ମଧ୍ୟରୁ ଆଳି ବ୍ଲକ୍ ରେ ୧୧ ଜଣ, ଡ଼େରାବିଶି ବ୍ଲକ୍ ରେ ୧୦ ଜଣ,ଗରଦପୁର ବ୍ଲକ୍ ରେ ଜଣେ, କେନ୍ଦ୍ରାପଡ଼ା ବ୍ଲକ୍ ରେ ୧୫ ଜଣ, ମହାକାଳପଡ଼ା ବ୍ଲକ୍ ରେ ୪ ଜଣ, ମାର୍ଶାଘାଇ ବ୍ଲକ୍ ରେ ୧୪ ଜଣ, ପଟ୍ଟାମୁଣ୍ଡାଇ ବ୍ଲକ୍ ରେ ୧୦ ଜଣ,ରାଜକନିକା ବ୍ଲକ୍ ରେ ୬ ଜଣ , କେନ୍ଦ୍ରାପଡ଼ା ମୁନିସିପାଲିଟିରେ ୨ ଜଣ ଏହିପରି ମୋଟ ୭୩ ଜଣ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.