Tuesday , December 6 2022
Home / ରାଜନୀତି / କଟକ ଜିଲ୍ଲା କଂଗ୍ରେସ କମିଟିି ଘୋଷିତ

କଟକ ଜିଲ୍ଲା କଂଗ୍ରେସ କମିଟିି ଘୋଷିତ

କଟକ, ୨୧/୦୭/୨୦୨୧(ଓଡ଼ିଶା ସମାଚାର)- ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ କଟକ ଜିଲ୍ଲା କଂଗ୍ରେସ ସଭାପତି ମାନସ ରଂଜନ ଚୌଧୁରୀ ନୂତନ କର୍ମକର୍ତାଙ୍କ ନାମ ଘୋଷଣା କରିଛନ୍ତି । କମିଟିରେ ପ୍ରବୀଣ କୁମାର କାନୁନଗୋ, ଦୁର୍ଗା ଶଙ୍କର ଦାସ, ସମରେନ୍ଦ୍ର ହାତୀ, ଅକ୍ଷୟ ତୁଙ୍ଗା, ମାନସ ରଂଜନ ପ୍ରଧାନ, ମନୋଜ କୁମାର ବିଶ୍ୱାଳ, ଶଶିକାନ୍ତ ଲେଙ୍କା, କୁବେର ଚୌଧୁରୀଙ୍କୁ ଉପସଭାପତି ଭାବରେ ଏବଂ ଚତୁର୍ଭୁଜ ଶାହାଣୀଙ୍କୁ କୋଷାଧ୍ୟକ୍ଷ ଭାବେ ମନୋନିତ କରିଥିବା ବେଳେ ଅଶୋକ କୁମାର ସ୍ୱାଇଁ, ପ୍ରଦୀପ ମହାପାତ୍ର, ସୁଦାମ ବାରିକ, ବୀରେନ୍ ପଶାୟତ ମୁଖପାତ୍ର ଭାବେ, ଭାଷ୍କର ଚନ୍ଦ୍ର ବେହେରା, ଶିଶିର କୁମାର ରଥ, ପ୍ରତାପ ଚନ୍ଦ୍ର ପରିଡ଼ା, ଦେବରାଜ ଜେନା, ରାଜେଶ କୁମାର ସ୍ୱାଇଁ, ରତ୍ନାକର ପଣ୍ଡା, ସୁକାନ୍ତ ଶାହାଣୀ, ଦେବରାଜ ବୈଠାଳୁ, ରାଜଶିଖନ ସ୍ୱାଇଁ, ଅହମ୍ମଦ ଖାନ୍, ଧିରେନ୍ଦ୍ର ମହାରଣା, ଅଜିତ କୁମାର ପଣ୍ଡାଙ୍କୁ ସାଧାରଣ ସମ୍ପାଦକ ଭାବେ ମନୋନୀତ କରାଯାଇଛି । ସେହିପରି ମହମ୍ମଦ ଅତୁଲ ଇସଲାମ୍, ବିଜୟ କୁମାର ମହାପାତ୍ର, ସଂଜୟ କୁମାର ବିଶୋଇ, ରଜଂନ ସେନାପତି, ଚନ୍ଦ୍ରକାନ୍ତ ନାୟକ, ସଚ୍ଚିଦାନନ୍ଦ ରାଉତ, ସଦାଶିବ ବାରିକ, ରଶ୍ମିକାନ୍ତ ସାମଲ, ରାଜେଶ ମହନ, ଅକ୍ଷୟ କୁମାର କରଣ, ଦିଲ୍ଲୀପ ଦଳେଇ, ସରୋଜ କୁମାର ସାହୁ, ଉଗ୍ରସେନ ଭୂୟାଁ, ସୟଦ ସଫିଉଲ୍ ଆଲାମ୍, ଅବନି ନାୟକ, ଦିଲ୍ଲୀପ କୁମାର ଦାସ, ସମୀର ନନ୍ଦ, ସେଖ୍ ନବିବ ଅହମ୍ମଦ, ପଠାଣୀ ଜ୍ୟୋତିର୍ମୟ ନନ୍ଦ, ମନୋଜ କୁମାର ସାହୁ, ତନ୍ମୟ ପରିଡ଼ା, ପ୍ରଦୁ୍ୟମ୍ନ ଆଚାର୍ଯ୍ୟ, ଅନିରୁଦ୍ଧ ଦାସଙ୍କୁ ସମ୍ପାଦକ ଭାବେ ଏବଂ ମାନସ ରଂଜନ ଚୌଧୁରୀ, କାହ୍ନୁଚରଣ ଲେଙ୍କା, ଜୟନ୍ତୀ ପଟ୍ଟନାୟକ, ସୁବାସ ମହାନ୍ତି, ବିଜୟଲକ୍ଷ୍ମୀ ସାହୁ, ପଂଚାନନ କାନୁନଗୋ, ସମୀର କୁମର ରାଉତରାୟ, ରବୀନ୍ଦ୍ର କୁମାର ମଲ୍ଲିକ, ରବୀନ୍ଦ୍ର କୁମାର ବେହେରା, ଡଃ ଦେବାଶିଷ ପଟ୍ଟନାୟକ, ସୁରେଶ ମହାପାତ୍ର, ବ୍ରଜକିଶୋର ବିଶ୍ୱାଳ, ଡଃ ଗୋବିନ୍ଦ ଭୂୟାଁ, ପୁଷ୍ପା ସାମଲ, ମଙ୍ଗରାଜ ସ୍ୱାଇଁ, ପ୍ରକାଶ ଚୌଧୁରୀ, ପ୍ରିୟଜିତ ରାୟ, ପ୍ରଭାକର ମିଶ୍ର, ବିଶ୍ୱଜିତ୍ ଦାସ, ଗଣେଶ୍ୱର ପରିଡ଼ା, ଯୋଗେସ୍ ଚୌଧୁରୀ, ମଧୁସୂଦନ ସେନାପତି, ଦିଲ୍ଲୀପ ମହାନ୍ତି, ଦାମ ସାହୁ, ବ୍ରଜକିଶୋର ଲେଙ୍କା, ବାବାଜୀ ମହାନ୍ତି, ଗୁରୁ ଚରଣ ସ୍ୱାଇଁ, ସରେଜ ପରିଡ଼ା, ଶାନ୍ତାୟନ ମିଶ୍ର, ନିମାଇଁ ଜେନା, ଦେବେନ୍ଦ୍ର ସାହୁ, କୈଳାସ ଚନ୍ଦ୍ର ବରାଳ, ରବୀନ୍ଦ୍ର କର, ରାଜୀବ ମହାନ୍ତି, ପ୍ରକାଶ ମିଶ୍ର, ଲିଙ୍ଗରାଜ ସାହୁ, ସରୋଜ ଲେଙ୍କାଙ୍କୁ କାର୍ଯ୍ୟକାରିଣୀ କମିଟି ସଭ୍ୟ ଭାବରେ ଏବଂ ଚିରଞ୍ଜିବୀ ବିଶ୍ୱାଳ, ସଂଗ୍ରାମ କେଶରୀ ଜେନା, ଧରଣୀଧର ନାୟକ, ବାଙ୍କନିଧି ବେହେରା, ଉମାବଲ୍ଲଭ ରଥ, ଅନୀଲ କୁମାର ବେଉରା, ମନୋଜ ସାହୁ, ତ୍ରି୍ରଲୋଚନ ମହାନ୍ତିଙ୍କୁ ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଭାବରେ ଘୋଷଣା କରାଯାଇଛି । ଓଡ଼ିଶା ସମାଚାର

Leave a Reply

Your email address will not be published.