Sunday , October 1 2023
Home / ବିଶେଷ / ଇଦ-ଉଲ-ଜୁହା ଉପଲକ୍ଷେ ସମାଜସେବୀ ଇମ୍ମିତିଆଜ ଅଲ୍ଲୀଙ୍କ ଶୁଭେଛା

ଇଦ-ଉଲ-ଜୁହା ଉପଲକ୍ଷେ ସମାଜସେବୀ ଇମ୍ମିତିଆଜ ଅଲ୍ଲୀଙ୍କ ଶୁଭେଛା

କେନ୍ଦ୍ରାପଡ଼ା, ୨୧/୦୭/୨୦୨୧(ଓଡ଼ିଶା ସମାଚାର)- ମୁସଲମାନ ଭାଇଭଉଣୀମାନଙ୍କ ପର୍ବ ଇଦ-ଉଲ-ଜୁହା ଉପଲକ୍ଷେ କେନ୍ଦ୍ରାପଡା ସହରର ବିଶିଷ୍ଟ ସମାଜସେବୀ ତଥା ବ୍ୟବସାୟୀ ଇମ୍ମିତିଆଜ ଅଲ୍ଲୀ ଏକ ବାର୍ତାଦେଇ କହିଛନ୍ତି ଯେ ଏହି ପର୍ବ ସାମାଜିକ ଓ ଭାଇଚାରାର ପର୍ବ ଯାହା ଆମ ଭିତରେ ଏକତା ସୃଷ୍ଟି କରିଥାଏ । ମୁସଲମାନ ଭାଇଭଉଣୀମାନେ କରୋନା କଟକଣା ମାନି ଏହି ପର୍ବକୁ ପାଳନ କରିବାକୁ ପରାମର୍ଶ ଦେଇଛନ୍ତି । ଆମ ସମସ୍ତଙ୍କ ପାଇଁ ଏହି ପର୍ବ ଖୁସି ଆଣିଦେଉ ଓ ଭାଇଚାରାକୁ ଅକ୍ଷୂର୍ଣ୍ଣ ରଖୁ ବୋଲି ଆଶାବ୍ୟକ୍ତ କରିଛନ୍ତି । ଆମେ ସମସ୍ତେ ସମାଜର ମଙ୍ଗଳ ପାଇଁ କାର୍ଯ୍ୟ କରିବାକୁ ସେ ଆହ୍ୱାନ ଦେଇଛନ୍ତି । ଓଡ଼ିଶା ସମାଚାର

 

Leave a Reply

Your email address will not be published. Required fields are marked *