କେନ୍ଦ୍ରାପଡ଼ା, ୨୦/୦୭/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲାରେ ମଙ୍ଗଳବାର ୯୪ଜଣ କରୋନା ପଜିଟିଭ ବାହାରିଥିବା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସେଥିମଧ୍ୟରୁ ଆଳି ବ୍ଲକରେ ୫ଜଣ କରୋନା ପଜିଟିଭ କେଶ ବାହାରିଥିବା ବେଳେ ଡେରାବିଶ ବ୍ଲକରେ ୧୫,ଗରଦପୁର ବ୍ଲକରେ ୯ଜଣ, କେନ୍ଦ୍ରାପଡା ବ୍ଲକରେ ୨୧, ମହାକାଳପଡା ବ୍ଲକରେ ୨, ମାର୍ଶାଘାଇ ବ୍ଲକରେ ୧୫ ,ପଟ୍ଟାମୁଣ୍ଡାଇ ବ୍ଲକରେ ୧୩, ରାଜକନିକା ବ୍ଲକରେ ୮, ରାଜନଗର ବ୍ଲକରେ ୨ ଜଣ, କେନ୍ଦ୍ରାପଡା ପୈାରାଳର ୨ଜଣ ଓ ଅନ୍ୟ ଜିଲ୍ଲାର ୨ଜଣ କରୋନା ପଜିଟିଭ ବାହାରିଥିବା ସୂଚନା ଦିଆଯାଇଛି । ଓଡ଼ିଶା ସମାଚାର