Saturday , December 10 2022
Home / ବିଶେଷ / ହାଇୱା ଧକ୍କା ରେ ଯୁବକ ଗୁରୁତର

ହାଇୱା ଧକ୍କା ରେ ଯୁବକ ଗୁରୁତର

ସାଲେପୁର, ୧୯/୦୭/୨୧ (ଓଡିଶା ସମାଚାର /ଅଭୟ ଜେନା )- ରବିବାର ସନ୍ଧ୍ୟା ୬ଟା ସମୟରେ କଟକ ଚାନ୍ଦବାଲି ରାସ୍ତା ର ସାଲେପୁର ଫ୍ରେଣ୍ଡସ କଲୋନୀ ଛକ ରେ ଏକ ହାଇୱା ଓ ହଣ୍ଡାସାଇନ ମଧ୍ୟରେ ଧକ୍କା ହେବାରୁ କେନ୍ଦ୍ରାପଡା ଆଡ଼କୁ ଯାଉଥିବା ଯୁବକ ଗୁରୁତର ଆହତ ହୋଇଥିଲେ । ତାଙ୍କୁ ସାଲେପୁର ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତରିତ କରାଯାଇଛି।ସମ୍ପୃକ୍ତ ଗାଡିଟି କୁ ସାଲେପୁର ହାଇସ୍କୁଲ ପଡିଆ ପାଖରେ ଡ୍ରାଇଭର ଛାଡି ଚାଲିଯାଇଥିବା ବେଳେ, ପୋଲିସ ପହଞ୍ଚି ଗାଡିଟିକୁ ଜବତ କରିଥିବା ଜଣାପଡିଛି। ଓଡିଶା ସମାଚାର

Leave a Reply

Your email address will not be published.