Wednesday , December 8 2021
Home / ବିଶେଷ / ବାଲିଗୁଡା:ଗଞ୍ଜେଇ ସହ ଅଟୋ ଜବତ :ଅଭିଯୁକ୍ତ ଫେରାର

ବାଲିଗୁଡା:ଗଞ୍ଜେଇ ସହ ଅଟୋ ଜବତ :ଅଭିଯୁକ୍ତ ଫେରାର

ବାଲିଗୁଡା, ୧୯/୦୭/୨୦୨୧ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଏସଆଇ ଶାନ୍ତୁନୁ ପ୍ରଧାନ ଓ ଏକ ଟିମ୍ ସହ ପାଟ୍ରୋଲିଂ କରୁଥିବା ସମୟରେ ମେଲସିକିଆ ପଟୁ ଆସୁଥିବା ଏକ ବାଜାଜ ଅଟୋ ନଂ. ଓଡି -୧୨-ଏ- ୬୫୩୦ କୁ ଯାଞ୍ଚ କରିବା ବେଳେ ଗାଡ଼ିରୁ ୩୫ କିଲୋ ୧୦୦ ଗ୍ରାମ ଗଞ୍ଜେଇ ଜବତ କରାଯାଇଥିବା ବେଳେ ଅଭିଯୁକ୍ତ । ଜଣକ ଅଟୋ ଛାଡି ଫେରାର ହୋଇଯାଇଛି । ପୋଲିସ ଗାଡ଼ିକୁ ଜବତ କରି ଥାନାକୁ ଆଣିଥିଲେ । ବାଲିଗୁଡ଼ା ଥାନା ଏଏସଆଇ ଶାନ୍ତୁନୁ ପ୍ରଧାନ କେସ୍ ନଂ ୧୧୮/୨୧ ରେ ଏକ ମାମଲା ରୁଜୁ କରି ତଦନ୍ତ ଅବ୍ୟାହତ ଥିବା ବିଷୟ ବାଲିଗୁଡା ଡ଼ିଏସପି ସ୍ବରାଜ ଦେଵତା ପ୍ରକାଶ କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

ସାଲେପୁର ରେ ଡ୍ରାଇଭର ମହାସଂଘ ର ବୈଠକ

ସାଲେପୁର,୦୭/୧୨/୨୦୨୧(ଓଡିଶା ସମାଚାର/ ଅଭୟ ଜେନା )-ଓଡିଶା ଡ୍ରାଇଭର ମହାସଂଘ ଓ ସାଲେପୁର ଡ୍ରାଇଭର ସଂଘ ପକ୍ଷରୁ ଆଜି ବ୍ଲକ ଆଡିମିନ …

Leave a Reply

Your email address will not be published. Required fields are marked *