Tuesday , October 3 2023
Breaking News
Home / ତାଜା ଖବର / ସାପ କାମୁଡାରେ ଚାଷୀଙ୍କ ମୃତୁ୍ୟ

ସାପ କାମୁଡାରେ ଚାଷୀଙ୍କ ମୃତୁ୍ୟ

ତାରପୁର, ୧୫/୦୭/୨୦୨୧(ଓଡ଼ିଶା ସମାଚାର)- ରଘୁନାଥପୁର ଥାନା ଅନ୍ତର୍ଗତ ଅନନ୍ତପୁର ଗ୍ରାମର କାଙ୍ଗାଳି ମାଝିଙ୍କ ପୁତ୍ର ଘନଶ୍ୟାମ ମାଝିଙ୍କୁ ଏକ ବିଷଧର ସର୍ପ କାମୁଡି ଦେବାରୁ ସେ ଗୁରୁତର ହୋଇପଡିଥିଲେ  । ତାଙ୍କୁ ପରିବାର ଲୋକେ ରଘୁନାଥପୁର ମେଡିକାଲକୁ ଚିକିତ୍ସା ନିମନ୍ତେ ଭର୍ତି କରିଥିଲେ  । ଏଠାରେ ତାଙ୍କର ମୃତୁ୍ୟ ଘଟିଥିଲା  । ଖବରପାଇ ରଘୁନାଥପୁର ପୋଲିସ୍ ଶବଟିକୁ ଜବତ୍ କରିବା ସହିତ ଏକ ଅପମୃତୁ୍ୟ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ନିମନ୍ତେ ଜଗତ୍ସିଂହପୁର ପଠାଇଛନ୍ତି  ।  ଓଡ଼ିଶା ସମାଚାର

 

Leave a Reply

Your email address will not be published. Required fields are marked *