Monday , November 29 2021
Breaking News
Home / ସ୍ୱାସ୍ଥ୍ୟ / ଆଜି କେନ୍ଦ୍ରାପଡ଼ା ଜିଲାରେ ୧୩୨ ଜଣ କରୋନା ସଂଙ୍କ୍ରମିତ ଚିହ୍ନଟ

ଆଜି କେନ୍ଦ୍ରାପଡ଼ା ଜିଲାରେ ୧୩୨ ଜଣ କରୋନା ସଂଙ୍କ୍ରମିତ ଚିହ୍ନଟ

କେନ୍ଦ୍ରାପଡ଼ା,୧୫/୦୭/୨୦୨୧(ଓଡ଼ିଶା ସମାଚାର)- ଆଜି କେନ୍ଦ୍ରାପଡ଼ା ଜିଲାରେ ମୋଟ୍ ୧୩୨ ଜଣ କରୋନା ସଂଙ୍କ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଆଳି ବ୍ଲକ୍ ରୁ ୮ ଜଣ,ଡ଼େରାବିଶ ବ୍ଲକ୍ ରୁ ୨୬ ଜଣ, ଗରଦପୁର ବ୍ଲକ୍ ରୁ ୭ ଜଣ ,କେନ୍ଦ୍ରାପଡ଼ା ବ୍ଲକ୍ ରୁ ୨୯ ଜଣ, ମହାକାଳପଡ଼ା ବ୍ଲକ୍ ରୁ ୮ ଜଣ, ମାର୍ଶାଘାଇ ବ୍ଲକ୍ ରୁ ୧୫ ଜଣ, ପଟ୍ଟାମୁଣ୍ଡାଇ ବ୍ଲକ୍ ରୁ ୧୫ ଜଣ,ରାଜକନିକା ବ୍ଲକ୍ ରୁ ୧୪ ଜଣ,ରାଜନଗର ବ୍ଲକ୍ ରୁ ଜଣେ, କେନ୍ଦ୍ରାପଡ଼ା ମୁନିସପାଲିଟି ରୁ ୮ ଜଣ ଓ ଅନ୍ୟ ଜିଲାର ଜଣେ ଏହିପରି ମୋଟ୍ ୧୩୨ ଜଣ ସଂଙ୍କ୍ରମିତ ଚିହ୍ନଟ ହୋଇଛନ୍ତି । ଓଡ଼ିଶା ସମାଚାର

About admin

Check Also

ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶା ରେ ୩୫୫ ଜଣ କରୋନା ସଂକ୍ରମିତ ଚିହ୍ନଟ, ୪୭ ଜଣ ଶିଶୁ ସଂକ୍ରମିତ , ୨ ଜଣ ଙ୍କ ମୃତ୍ୟୁ

ଭୁବନେଶ୍ୱର ,୨୫/୧୧/୨୦୨୧(ଓଡ଼ିଶା ସମାଚାର)- ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶା ରେ ୩୫୫ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି …

Leave a Reply

Your email address will not be published. Required fields are marked *