କେନ୍ଦ୍ରାପଡ଼ା,୧୫/୦୭/୨୦୨୧(ଓଡ଼ିଶା ସମାଚାର)- ଆଜି କେନ୍ଦ୍ରାପଡ଼ା ଜିଲାରେ ମୋଟ୍ ୧୩୨ ଜଣ କରୋନା ସଂଙ୍କ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଆଳି ବ୍ଲକ୍ ରୁ ୮ ଜଣ,ଡ଼େରାବିଶ ବ୍ଲକ୍ ରୁ ୨୬ ଜଣ, ଗରଦପୁର ବ୍ଲକ୍ ରୁ ୭ ଜଣ ,କେନ୍ଦ୍ରାପଡ଼ା ବ୍ଲକ୍ ରୁ ୨୯ ଜଣ, ମହାକାଳପଡ଼ା ବ୍ଲକ୍ ରୁ ୮ ଜଣ, ମାର୍ଶାଘାଇ ବ୍ଲକ୍ ରୁ ୧୫ ଜଣ, ପଟ୍ଟାମୁଣ୍ଡାଇ ବ୍ଲକ୍ ରୁ ୧୫ ଜଣ,ରାଜକନିକା ବ୍ଲକ୍ ରୁ ୧୪ ଜଣ,ରାଜନଗର ବ୍ଲକ୍ ରୁ ଜଣେ, କେନ୍ଦ୍ରାପଡ଼ା ମୁନିସପାଲିଟି ରୁ ୮ ଜଣ ଓ ଅନ୍ୟ ଜିଲାର ଜଣେ ଏହିପରି ମୋଟ୍ ୧୩୨ ଜଣ ସଂଙ୍କ୍ରମିତ ଚିହ୍ନଟ ହୋଇଛନ୍ତି । ଓଡ଼ିଶା ସମାଚାର