ଭୁବନେଶ୍ୱର,୧୪/୦୭/୨୦୨୧(ଓଡ଼ିଶା ସମାଚାର)- କମିଶନରେଟ ପୁଲିସ ଭୁବନେଶ୍ୱରର କେସୁରା ଅଞ୍ଚଳରୁ ୫୫୦ ଗ୍ରାମ ଓଜନର ବ୍ରାଉନସୁଗର ଜବତ କରିଛି । ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୫୫ ଲକ୍ଷ ଟଙ୍କା ହେବ । ଏଥି ସହିତ ନଗଦ ୩୪ ଲକ୍ଷ ୮୦ ହଜାର ଟଙ୍କା ଓ ଏକ କାର ଏବଂ ଦୁଇଟି ବାଇକ ଜବତ କରାଯାଇଛି । ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ଏହି ଘଟଣାରେ ଜଣେ ମହିଳା ଓ ଜଣେ ଯୁବକ ଙ୍କୁ ସହିଦନଗର ପୋଲିସ ସ୍ପେଶାଲ ସ୍କ୍ବାର୍ଡ ଗିରଫ କରିଛି । ଓଡ଼ିଶା ସମାଚାର
Home / ତାଜା ଖବର / ୫୫୦ ଗ୍ରାମ ଓଜନର ବ୍ରାଉନସୁଗର, ନଗଦ ୩୪ ଲକ୍ଷ ୮୦ ହଜାର ଟଙ୍କା ଏକ କାର ଏବଂ ଦୁଇଟି ବାଇକ ଜବତ – ଜଣେ ମହିଳା ଓ ଜଣେ ଯୁବକ ଗିରଫ