Wednesday , December 8 2021
Home / ବିଶେଷ / ହିନ୍ଦୁ ଜାଗରଣ ମଂଚ ଓ ଉତ୍କଳ ବିକାଶ ପରିଷଦ ପକ୍ଷରୁ ପୂଜକ ଓ ସେବାୟତ ମାନଙ୍କୁ ରାସନ ସାମଗ୍ରୀ  ଓ ବୃକ୍ଷ ବଣ୍ଟନ

ହିନ୍ଦୁ ଜାଗରଣ ମଂଚ ଓ ଉତ୍କଳ ବିକାଶ ପରିଷଦ ପକ୍ଷରୁ ପୂଜକ ଓ ସେବାୟତ ମାନଙ୍କୁ ରାସନ ସାମଗ୍ରୀ  ଓ ବୃକ୍ଷ ବଣ୍ଟନ

କଟକ, ୧୪/୦୭/୨୦୨୧(ଓଡ଼ିଶା ସମାଚାର)-  ହିନ୍ଦୁ ଜାଗରଣ ମଞ୍ଚ ଓ ଉତ୍କଳ ବିକାଶ ପରିଷଦ କଟକ ସଦର  ମିଳିତ ଅନୁକୂଲ୍ୟରେ କଟକ ସଦର  ପରମହଂସ ପଂଚାୟତ ମହାପ୍ରଭୁ ପରମହଂଶନାଥ ମହାଦେବ ମନ୍ଦିରର ପୂଜକ ଓ ସେବାୟତମାନଙ୍କୁ ରାସନ ସାମଗ୍ରୀ  ଓ ବୃକ୍ଷ ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମଞ୍ଚର ପ୍ରାନ୍ତ ସଂଗଠନ ସମ୍ପାଦକ ସମାଜସେବୀ ତନ୍ମୟ ଦାସ,ସାମ୍ବାଦିକ ଚକ୍ରବର୍ତ୍ତୀ ଓତା,ସୁରେଶ  ଜେନା,ରାମ ଚନ୍ଦ୍ର ପଣ୍ଡା,ସନ୍ତୋଷ ଭୋଇ,ନିରଂଜନ ରାଉଳ,ରବୀନ୍ଦ୍ର ପାତ୍ର,କୃଷକନେତା ଦେବୀ ପ୍ରସାଦ ପତି,ଅବିନାଶ ମହାପାତ୍ର,ଓଁମ ପ୍ରକାଶ ପରିଡା ପ୍ରମୁଖ ଉପସ୍ଥିତ ରହି ପରିଚାଳନା କରିଥିଲେ । ଓଡ଼ିଶା ସମାଚାର

About admin

Check Also

ସଙ୍କଟରେ କଳାହାଣ୍ଡି ର ଧଳାସୁନା  

ଜୁନାଗଡ଼, ୦୭/୧୨/୨୦୨୧(ଓଡ଼ିଶା ସମାଚାର / ରାକେଶ ବେମାଲ)- ବାତ୍ୟା ଜୱାଦ କେବଳ ଉପକୂଳ ଓଡ଼ିଶା ନୁହେଁ କଳାହାଣ୍ଡି ଜିଲ୍ଲାରେ ମଧ୍ୟ …

Leave a Reply

Your email address will not be published. Required fields are marked *