Thursday , March 23 2023
Home / ସ୍ୱାସ୍ଥ୍ୟ / ଆଜି କେନ୍ଦ୍ରାପଡ଼ା ଜିଲାରେ ମୋଟ୍ ୫୮ ଜଣ କରୋନା ପଜିଟିଭ ଚିହ୍ନଟ

ଆଜି କେନ୍ଦ୍ରାପଡ଼ା ଜିଲାରେ ମୋଟ୍ ୫୮ ଜଣ କରୋନା ପଜିଟିଭ ଚିହ୍ନଟ

କେନ୍ଦ୍ରାପଡ଼ା, ୧୪/୦୭/୨୦୨୧(ଓଡ଼ିଶା ସମାଚାର)- ଆଜି କେନ୍ଦ୍ରାପଡ଼ା ଜିଲାରେ ମୋଟ୍ ୫୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ମାନଙ୍କ ମଧ୍ୟରୁ ଆଳି ବ୍ଲକ୍ ରୁ ୧୨ ଜଣ, ଡ଼େରାବିସ ବ୍ଲକ୍ ରୁ ୧୦ଜଣ, କେନ୍ଦ୍ରାପଡ଼ା ବ୍ଲକ୍ ରୁ ୧୪ ଜଣ, ମହାକାଳପଡ଼ା ବ୍ଲକ୍ ରୁ ୨ ଜଣ , ମାର୍ଶାଘାଇ ବ୍ଲକ୍ ରୁ ୪ ଜଣ, ପଟ୍ଟାମୁଣ୍ଡାଇ ବ୍ଲକ୍ ରୁ ୬ ଜଣ , ରାଜକନିକା ବ୍ଲକ୍ ରୁ ୩ ଜଣ, ରାଜନଗର ବ୍ଲକ୍ ରୁ ୩ ଜଣ,କେନ୍ଦ୍ରାପଡ଼ା ମୁନିସପାଲିଟ ରୁ ୪ ଜଣ ଏହିପରି ମୋଟ୍ ୫୮ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.