Friday , December 3 2021
Breaking News
Home / ତାଜା ଖବର / ପୋଲିସ-ମାଓବାଦୀ ଗୁଳି ବିନିମୟ – ଦୁଇ ଜଣ ଯବାନ ଆହତ

ପୋଲିସ-ମାଓବାଦୀ ଗୁଳି ବିନିମୟ – ଦୁଇ ଜଣ ଯବାନ ଆହତ

ଫୁଲବାଣୀ ୧୦/୦୭/୨୦୨୧(ଓଡ଼ିଶା ସମାଚାର)- ବୌଦ୍ଧ-କନ୍ଧମାଳ ସୀମାରେ  ପୋଲିସ-ମାଓବାଦୀ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି । ନାରାୟଣ ପ୍ରସାଦ ଓ ଉମା ଜଙ୍ଗଲରେ ଦୀର୍ଘ ସମୟ ଧରି ଗୁଳିବିନିମୟ ଜାରି ରହିଥିବା ବେଳେ ଦୁଇ ଜଣ ଯବାନ ଆହତ ହୋଇଥିବା ସୂଚନା ମିଳିଛି । ଡାକ୍ତରଙ୍କ ସହ ଦୁଇ ଆହତ ଯବାନଙ୍କୁ ଭୁବନେଶ୍ବରକୁ ଏୟାର ଲିଫ୍ଟ କରାଯାଇଛି । ଓଡ଼ିଶା ସମାଚାର

About admin

Check Also

ଢ଼େଙ୍କାନାଳରେ ଫୁଟିଲା ଗୁଳି

ଢ଼େଙ୍କାନାଳ, ୨୭/୧୧/୨୦୨୧(ଓଡ଼ିଶା ସମାଚାର)- ଢ଼େଙ୍କାନାଳରେ ଫୁଟିଲା ଗୁଳି । ସଦର ଥାନା ଅନ୍ତର୍ଗତ ୨୧ ନମ୍ବର ୱାର୍ଡ଼ ସଂଜୟ କଲେନୀରେ …

Leave a Reply

Your email address will not be published. Required fields are marked *