Tuesday , October 3 2023
Breaking News
Home / ବିଶେଷ / ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ତିରୋଧାନ ଦିବସରେ ଶ୍ରଦ୍ଧାଞ୍ଜଳି

ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ତିରୋଧାନ ଦିବସରେ ଶ୍ରଦ୍ଧାଞ୍ଜଳି

କଟକ, ୧୦/୦୭/୨୦୨୧(ଓଡ଼ିଶା ସମାଚାର)-  କଟକ ସଦର ଆୟତପୁର  ପଂଚାୟତର ଦାମୋଦରପୁର-୨ ଉତ୍କଳମଣି ଗୋପବନ୍ଧୁ ସମାଜସେଵା ଗୋଷ୍ଠୀକେନ୍ଦ୍ରର ପକ୍ଷରୁ ମହାନ ଦେଶ ସେବକ ଗୋପବନ୍ଧୁ ଦାସଙ୍କ ୯୩ତମ ପବିତ୍ର ଶ୍ରାଦ୍ଧ ଦିବସ ଅବସରରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ମୁସଲିମ ସାହିରେ  ଶ୍ରୀଧର ବେଉରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଗଣେଶ୍ୱର ଶତପଥୀ,ମହମ୍ମଦ ଓସିଉଲ୍ଲା,ଅଶୋକ ପଟ୍ଟନାୟକ, ମାନସ ଶୁକ୍ଳ, ପ୍ରଦୀପ୍ତ ମହାଳୀ, ପ୍ରଶାନ୍ତ ନାୟକ, ଜଗନ୍ନାଥ ଦାସ, ଶଶିଶେଖର ଦାସ, କୃଷ୍ଣ ଚନ୍ଦ୍ର ନାୟକ, ପତିତପାବନ ନାୟକ, ନାରାୟଣ ଦାସ, ଜ୍ୟୋତି ରଂଜନ ସିନା, ଅବୁସ୍ୱାଲେହ, ସେକ ସୁରଜ ଅଲ୍ଲୀ, ସାରୁଖ ଖାଁ, ଜହିରଅବାସ ଖାଁ, ଅଜହର ଖାଁ, ୟାକୁବ ଖାଁ,ନସୁର ଖାଁ, ଏବଂ ଗ୍ରାମବାସୀ ପ୍ରମୁଖ ଉପସ୍ଥିତଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *