Wednesday , December 8 2021
Home / ବିଶେଷ / କୃତୀ ଛାତ୍ରୀଙ୍କୁ ଜିଲାପାଳଙ୍କ ସମ୍ବର୍ଦ୍ଧନା

କୃତୀ ଛାତ୍ରୀଙ୍କୁ ଜିଲାପାଳଙ୍କ ସମ୍ବର୍ଦ୍ଧନା

ଜଗତସିଂହପୁର, ୦୯/୦୭/୨୦୨୧(ଓଡ଼ିଶା ସମାଚାର)- ଚଳିତବର୍ଷ ମାଟ୍ରିକ୍ ପରୀକ୍ଷାରେ ଜଗତସିଂହପୁର ଜିଲ୍ଲାରେ ସର୍ବାଧିକ ମାର୍କ ରଖିଥିବା ନନ୍ଦକିଶୋର ଉଚ୍ଚ ବିଦ୍ୟାଳୟ,ଦହିପାଳ,ନାଉଗାଁର ଛାତ୍ରୀ ସୁଶ୍ରୀ ମୋନାଲିସା ବିଶ୍ଵାଳଙ୍କୁ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ସମ୍ବର୍ଦ୍ଧିତ କରିବା ସହିତ ତାଙ୍କର ଉନ୍ନତ ଭବିଷ୍ୟତ କାମନା କରିଛନ୍ତି । ଏଥି ସହିତ ତାଙ୍କର ଉଚଶିକ୍ଷା ନିମନ୍ତେ ରେଡ଼କ୍ରସ ପାଣ୍ଠିରୁ ୫ ହଜାର ଟଙ୍କାର ଆର୍ଥିକ ସହାୟତା ଚେକ୍ ଜରିଆରେ ପ୍ରଦାନ କରିଥିଲେ । ଜିଲା ଜରୁରୀ ଅଧିକାରୀ ଅଜୟ କୁମାର ମହାନ୍ତି ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About admin

Check Also

ଶିକ୍ଷାବିତ ପୁରୁଷୋତମ ସ୍ୱାଇଁ ଙ୍କ ପରଲୋକ

ରଘୁନାଥପୁର, ୦୭/୧୨/୨୦୨୧(ଓଡ଼ିଶା ସମାଚାର)- ରଘୁନାଥପୁର ବ୍ଲକ୍ ଗୁଆଳିପୁର ପଂଚାୟତ କୁର୍ତାଙ୍ଗ ଗ୍ରାମର ସୁନାମଧନ୍ୟ ଶିକ୍ଷକ ପୁରୁଷୋତମ ସ୍ୱାଇଁ ଙ୍କ ୬୭ …

Leave a Reply

Your email address will not be published. Required fields are marked *