ସାଲେପୁର,୦୬/୦୭/୨୦୨୧(ଓଡ଼ିଶା ସମାଚାର/ଅଭୟ ଜେନା):ସାଲେପୁର ସରକାରୀ ଉଚ୍ଚବିଦ୍ୟାଳୟ ପରିସରରେ ମେଧା ପ୍ରତିଭା ସମ୍ମାନ ୨୦୨୧ ଅନୁଷ୍ଠିତ ହୋଇଯାଇଛି।ଏଥିରେ ସାଲେପୁର ବ୍ଲକ ଅଞ୍ଚଳ ର ବିଭିନ୍ନ ବିଦ୍ୟାଳୟ ରୁ ସର୍ବାଧିକ ନମ୍ବର ରଖିଥିବା ୩୧ କୃତିଛତ୍ର ଛାତ୍ରୀ ମାନଙ୍କୁ ସାଲେପୁର ଉଚ୍ଚ ବିଦ୍ୟାଳୟ ର ଅଡିଟୋରିମ ରେ ମେଧାପ୍ରତିଭା ସମ୍ମାନ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା, ସାଲେପୁର ର
ମଣ୍ଡଳ ଶିକ୍ଷାଅଧିକାରୀ ଜଗବନ୍ଧୁ ସତପଥି, ସାଲେପୁର ବ୍ଲକ ର ଆତ୍ମାର ସଭାପତି ଦିଲ୍ଲୀପ କୁମାର ଦାସ, ଉପସ୍ଥିତ ରହି କୃତି ଛାତ୍ର ଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କରିବା ସହିତ ସେମାନଙ୍କ ର ଉଜ୍ଜ୍ୱଳ ଭଭିସ୍ୟତ କାମନାକରିଥିଲେ। ଓଡ଼ିଶା ସମାଚାର