Tuesday , December 7 2021
Breaking News
Home / ବିଶେଷ / କନ୍ଧମାଳର ୱାଇଲଡ଼ ଲାଇଫ ୱାର୍ଡେନ ହେଲେ କୌଶିକ ସାହୁ         

କନ୍ଧମାଳର ୱାଇଲଡ଼ ଲାଇଫ ୱାର୍ଡେନ ହେଲେ କୌଶିକ ସାହୁ         

ବାଲିଗୁଡା, ୦୫/୦୭/୨୦୨୧.(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା  ୱାଇଲଡ଼ ଲାଇଫ ୱାର୍ଡେନ ଭାବେ ବାଲିଗୁଡାର ବରିଷ୍ଠ  ଆଇନଜୀବି କୌଶିକ ସାହୁ ମନୋନିତ ହୋଇଛନ୍ତି | ରାଜ୍ୟ ମୂଖ୍ୟ ୱାଇଲଡ଼ ଲାଇଫ ଅଧିକାରୀ ଙ୍କ ଚିଠି ନଂ.୬୦୭୮/୨୧ ପ୍ରକାରେ ୱାଇଲଡ଼ ଲାଇଫ ୱାଡେନ ଭାବେ କୌଶିକ ସାହୁ ମନୋନୀତ ହୋଇଥିବା ବିଷୟ ବାଲିଗୁଡା ବନଖଣ୍ଡ ତରଫରୁ ଜଣାପଡିଛି | ଶ୍ରୀସାହୁ ଏଥି ପୂର୍ଵରୁ  ୱାଇଲଡ଼ ଲାଇଫ ୱାଡେନ ରୂପେ ଚାରିଥର ମନୋନୀତ ହୋଇ ସୁଚାରୁ ରୂପେ କାର୍ଯ୍ୟ ସମ୍ପାଦନ କରି ଆସୁଥିଲେ |କନ୍ଧମାଳ ଜିଲ୍ଲା ର ଜଣାଶୁଣା ପରିବେଶବିତ, ବନ୍ୟଜନ୍ତୁ ସଂରକ୍ଷକ ଭାବେ ମଧ୍ୟ ଶ୍ରୀସାହୁ କାର୍ଯ୍ୟ କରି ଆସୁଛନ୍ତି | ଶ୍ରୀ ସାହୁ ଙ୍କ ଏହି ନୂତନ ନିଯୁକ୍ତି କୁ ବିଭିନ୍ନ ମହଲ ରେ ସ୍ୱାଗତ କରାଯାଇଛି  | ଓଡିଶା ସମାଚାର

About admin

Check Also

ଶୋକ ସମାଚାର : ପଦ୍ମଶ୍ରୀ ପଦ୍ମଶ୍ରୀ ନନ୍ଦ ସାର ଙ୍କ ପରଲୋକ

ଭୁବନେଶ୍ୱର,୦୭/୧୨/୨୦୨୧ (ଓଡ଼ିଶା ସମାଚାର)- ଶତାୟୁ ପୁରୁଷ,ସୁକିନ୍ଦା ଅଂଚଳର ଶିକ୍ଷାର ଆଲୋକ ବର୍ତିକା,ପଦ୍ମଶ୍ରୀ ପଦ୍ମଶ୍ରୀ ନନ୍ଦ ସାର ପରଲୋକ ଗମନ କରିଛନ୍ତି …

Leave a Reply

Your email address will not be published. Required fields are marked *