Sunday , March 26 2023
Breaking News
Home / ବିଶେଷ / ମନ୍ଦିର ଶିଳାନ୍ୟାସ ଉତ୍ସବ

ମନ୍ଦିର ଶିଳାନ୍ୟାସ ଉତ୍ସବ

ଗରଦପୁର, ୩୦/୦୬/୨୦୨୧(ଓଡ଼ିଶା ସମାଚାର)-ଗରଦପୁର ବ୍ଲକ୍ ଅନ୍ତର୍ଗତ ନଡ଼ିଆବରାଇ ଗ୍ରାମ ପଂଚାୟତ ନଡ଼ିଆ ବରାଇ ଗ୍ରାମ ଗୋଠେଶ୍ୱର ପିଠ ରେ ଆଜି ପାଟକୁରା ବିଧାୟିକାଙ୍କ ପ୍ରତିନିଧି ସଂଜୟ ଅଗ୍ରୱାଲା ଯୋଗଦେଇ ସେଠାରେ ଏକ ନାରାୟଣ ମନ୍ଦିର, ସୂର୍ଯ୍ୟ ମନ୍ଦିର ଓ ପ୍ରସାଦ ମଣ୍ଡପର ଶିଳାନ୍ୟାସ କରିଛନ୍ତି । ଏହି ଉପଲକ୍ଷେ ଆୟୋଜିତ ଉତ୍ସବରେ ବ୍ଲକ୍ ବିଜେଡ଼ି ସଭାପତି ଶଶାଙ୍କ ପରିଡ଼ା, ଆତ୍ମା ଅଧ୍ୟକ୍ଷ ଦିପକ ରାଉତରାୟ , ଅଂଜୁ ଅଗ୍ରୱାଲା, ଅମିୟ କୁମାର ପରିଜା, ଦେବକାନ୍ତ ନାୟକ, ସରପଂଚ ଅରୁଣ କୁମାର ନାୟକ, ସରପଂଚ ଗୌରାଙ୍ଗ ଚରଣ ପରିଡ଼ା, ଶୈଳେନ୍ଦ୍ର କୁମାର ମହାନ୍ତି, ଉମାକାନ୍ତ ପରିଡ଼ା, ମଙ୍ଗୁଳି ମଲିକ, ଜମିଲ ଅଖତର ପ୍ରମୁଖ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.