Sunday , March 26 2023
Breaking News
Home / ବିଶେଷ / ଆଜି ଲକଡାଉନ୍ ନେଇ ଘୋଷଣା କରିବେ ମୁଖ୍ୟ ଶାସନ ସଚିବ

ଆଜି ଲକଡାଉନ୍ ନେଇ ଘୋଷଣା କରିବେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର,୩୦/୦୬/୨୦୨୧(ଓଡ଼ିଶା ସମାଚାର)- ବୁଧବାର ଦିନ ଅପରାହ୍ନ ୨ ଟା ରୁ ୨.୩୦ ମଧ୍ୟରେ କରୋନା ସ୍ଥିତି ନେଇ କିଛି ଘୋଷଣା କରିବେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ରାଜ୍ୟରେ ଲାଗୁ ହୋଇଥିବା ଲକଡାଉନ୍ ଗୁରୁବାର ଶେଷ ହେଉଛି । ତେଣୁ ଆଗକୁ ଲକ୍ଡାଉନ୍ ରହିବ କି ଅନ୍ଲକ୍ ହେବ । ସେନେଇ କିଛି ବଡ଼ ଘୋଷଣା କରିପାରନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ।ଓଡ଼ିଶା ସମାଚାର

Leave a Reply

Your email address will not be published.