Saturday , April 1 2023
Breaking News
Home / ବିଶେଷ / ସର୍ଵଭାରତୀୟ ସଂଗଠନ ମହିଳାଶକ୍ତି ପକ୍ଷରୁ ବୟାଳିଶମୌଜ଼ାରେ ସେଵାକାର୍ଯ୍ୟ

ସର୍ଵଭାରତୀୟ ସଂଗଠନ ମହିଳାଶକ୍ତି ପକ୍ଷରୁ ବୟାଳିଶମୌଜ଼ାରେ ସେଵାକାର୍ଯ୍ୟ

କଟକ , ୨୯/୦୬/୨୦୨୧(ଓଡ଼ିଶା ସମାଚାର)-  ସର୍ଵଭାରତୀୟ ସଂଗଠନ ମହିଳାଶକ୍ତି କଟକ ଶାଖା ପକ୍ଷରୁ ସଭାପତି ଲିଙ୍ଗରାଜ ପତି ଓ ମହାସଚିବ ହୃଦାନନ୍ଦ ରାୟଙ୍କ ନେତୃତ୍ୱରେ କଟକ ସଦର ବୟାଳିଶମୌଜ଼ା ଉପକଣ୍ଠ ଝିଙ୍କିରିଆ,ମଣିବାଡ ଆଦି ବହୁ ଅଞ୍ଚଳରେ ୮୦ରୁ ଉର୍ଦ୍ଧ୍ବ ପରିବାରକୁ ନୋଜ ମାସ୍କ ଓ ସାନିଟାଇଜର ବଂଟନ କରାଯାଇଛି । କରୋନା ସମୟରେ ଏହି ସେବାକାର୍ଯ୍ୟରେ ମହିଳାଶକ୍ତିର ଦଶଜଣରୁ ଅଧିକ କାର୍ଯ୍ୟକର୍ତା ଉପସ୍ଥିତ ରହି ପରିଚାଳନା କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.