ଭୁବନେଶ୍ୱର,୨୯/୦୬/୨୦୨୧(ଓଡ଼ିଶା ସମାଚାର)- ଆଜି କେନ୍ଦ୍ରାପଡ଼ା ଜିଲାରେ ମୋଟ୍ ୫୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ଆକ୍ରାନ୍ତ ଙ୍କ ମଧ୍ୟରେ ଆଳି ବ୍ଲକ୍ ରେ ୩ ଜଣ ଚିହ୍ନଟ ହୋଇଥିବାବେଳେ ଡ଼େରାବିଶ ବ୍ଲକ୍ ରେ ୯ଜଣ, ଗରଦପୁର ବ୍ଲକ୍ ରେ ୨ ଜଣ, କେନ୍ଦ୍ରାପଡ଼ା ବ୍ଲକ୍ ରେ ୧୨ ଜଣ, ମହାକାଳପଡ଼ା ବ୍ଲକ୍ ରେ ୬ ଜଣ, ମାର୍ଶାଘାଇ ବ୍ଲକ୍ ରେ ୨ ଜଣ, ପଟ୍ଟାମୁଣ୍ଡାଇ ବ୍ଲକ୍ ରେ ୧୦ ଜଣ, ରାଜକନିକା ବ୍ଲକ୍ ରେ ୯ ଜଣ, ରାଜନଗର ବ୍ଲକ୍ ରେ ଜଣେ ଓ କେନ୍ଦ୍ରାପଡ଼ା ମୁନିସପାଲିଟି ରେ ଜଣେ ଏହିପରି ମୋଟ୍ ୫୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଓଡ଼ିଶା ସମାଚାର