Tuesday , October 3 2023
Breaking News
Home / ସ୍ୱାସ୍ଥ୍ୟ / ଆଜି କେନ୍ଦ୍ରାପଡ଼ା ଜିଲାରେ ମୋଟ୍ ୧୧୦ ଜଣ ନୂତନ କରୋନା ସଂଙ୍କ୍ରମିତ ଚିହ୍ନଟ

ଆଜି କେନ୍ଦ୍ରାପଡ଼ା ଜିଲାରେ ମୋଟ୍ ୧୧୦ ଜଣ ନୂତନ କରୋନା ସଂଙ୍କ୍ରମିତ ଚିହ୍ନଟ

କେନ୍ଦ୍ରାପଡ଼ା, ୨୭/୦୬/୨୦୨୧(ଓଡ଼ିଶା ସମାଚାର)- ଆଜି କେନ୍ଦ୍ରାପଡ଼ା ଜିଲାରେ ମୋଟ୍ ୧୧୦ ଜଣ ନୂତନ କରୋନା ସଂଙ୍କ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ସଂଙ୍କ୍ରମିତ ଙ୍କ ମଧ୍ୟରୁ ଆଳି ବ୍ଲକ୍ ରେ ୧୭ ଜଣ, ଡ଼େରାବିଶ ବ୍ଲକ୍ ରେ ୧୯ ଜଣ, ଗରଦପୁର ବ୍ଲକ୍ ରେ ୬ ଜଣ, କେନ୍ଦ୍ରାପଡ଼ା ବ୍ଲକ୍ ରେ ୨୪ ଜଣ, ମହାକାଳପଡ଼ା ବ୍ଲକ୍ ରେ ୪ ଜଣ, ମାର୍ଶାଘାଇ ବ୍ଲକ୍ ରେ ୬ ଜଣ, ପଟ୍ଟାମୁଣ୍ଡାଇ ବ୍ଲକ୍ ରେ ୧୧ ଜଣ, ରାଜକନିକା ବ୍ଲକ୍ ରେ ୧୪ ଜଣ, ରାଜନଗର ବ୍ଲକ୍ ରେ ୫ ଜଣ, କେନ୍ଦ୍ରାପଡ଼ା ମୁନିସପାଲିଟି ରେ ୪ ଜଣ, ଏହିପରି ମୋଟ ୧୧୦ ଜଣ ଚିହ୍ନଟ ହୋଇଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *