Monday , September 25 2023
Breaking News
Home / ସ୍ୱାସ୍ଥ୍ୟ / ଆଜି କେନ୍ଦ୍ରାପଡ଼ା ଜିଲାରେ ମୋଟ୍ ୧୧୯ ଜଣ କରୋନା ସଂଙ୍କ୍ରମିତ ଚିହ୍ନଟ

ଆଜି କେନ୍ଦ୍ରାପଡ଼ା ଜିଲାରେ ମୋଟ୍ ୧୧୯ ଜଣ କରୋନା ସଂଙ୍କ୍ରମିତ ଚିହ୍ନଟ

କେନ୍ଦ୍ରାପଡ଼ା, ୨୬/୦୬/୨୦୨୧(ଓଡ଼ିଶା ସମାଚାର)- ଆଜି ଜିଲାରେ ମୋଟ ୧୧୯ ଜଣ କରୋନା ସଂଙ୍କ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ସଂଙ୍କ୍ରମିତଙ୍କ ମଧ୍ୟରୁ ଆଳି ବ୍ଲକ୍ ରେ ୨୦ ଜଣ ଚିହ୍ନଟ ହୋଇଥିବାବେଳେ ଡ଼େରାବିସ ବ୍ଲକ୍ ରେ ୨୮ ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ଗରଦପୁର ବ୍ଲକ୍ ରେ ୬ ଜଣ, କେନ୍ଦ୍ରାପଡ଼ା ବ୍ଲକ୍ ରେ ୧୧ ଜଣ, ମହାକାଳପଡ଼ା ବ୍ଲକ୍ ରେ ୧୧ଜଣ, ମାର୍ଶାଘାଇ ବ୍ଲକ୍ ରେ ୧୧ ଜଣ, ପଟ୍ଟାମୁଣ୍ଡାଇ ବ୍ଲକ୍ ରେ ୧୭ ଜଣ, ରାଜକନିକା ବ୍ଲକ୍ ରେ ୧୧ ଜଣ, ରାଜ କନିକା ବ୍ଲକ୍ ରେ ୧୧ ଜଣ, ରାଜନଗର ବ୍ଲକ୍ ରେ ଜଣେ, କେନ୍ଦ୍ରାପଡ଼ା ମୁନିସପାଲିଟିରେ ୩ ଜଣ ଏହିପରି ମୋଟ୍ ୧୧୯ ଜଣ କରୋନା ସଂଙ୍କ୍ରମିତ ଚିହ୍ନଟ ହୋଇଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *