କଟକ, ୨୫/୦୬/୨୦୨୧(ଓଡ଼ିଶା ସମାଚାର)- ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ମାଟ୍ରିକ୍ ପରୀକ୍ଷା ପରୀକ୍ଷା ଫଳ ପ୍ରକାଶ ପାଇଛି । ମନ୍ତ୍ରୀ ସମିର ରଂଜନ ଦାସ ଓ ଅନ୍ୟ ଅଧିକାରୀମାନେ ମାଟ୍ରିକ୍ ପରୀକ୍ଷା ଫଳ ପୁସ୍ତିକା ଉନ୍ମୋଚନ କରିଛନ୍ତି । ୫,୬୨୦୧୦ଜଣ ପାସ କରିଛନ୍ତି ଓ ୯୭.୮୯ ପ୍ରତିଶତ ପାସ କରିଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି । ୨୬୫୬ ଜଣ ଏ ୧ ରେ ପାସ କରିଛନ୍ତି । ଓଡ଼ିଶା ସମାଚାର