Saturday , December 10 2022
Home / ବିଶେଷ / ରାସ୍ତାର ଉର୍ଣ୍ଣତି କରଣ ନେଇ ଦାବି କଲେ ଯୁବସମାଜସେବୀ ଇଂ.ପ୍ରକାଶ ଚନ୍ଦ୍ର ସେଠୀ

ରାସ୍ତାର ଉର୍ଣ୍ଣତି କରଣ ନେଇ ଦାବି କଲେ ଯୁବସମାଜସେବୀ ଇଂ.ପ୍ରକାଶ ଚନ୍ଦ୍ର ସେଠୀ

କଟକ ୨୩/୦୬/୨୦୨୧(ଓଡ଼ିଶା ସମାଚାର)-  କଟକ ଜିଲ୍ଲାର କିଶନନଗର ଥାନା ଅଧିନସ୍ଥ ଶିର୍ଲୋ ଠାରୁ କିଶନନଗର ନଦୀବନ୍ଧ ରାସ୍ତା ମରଣ ଯନ୍ତା ପାଲଟିଛି । ଏହି ରାସ୍ତାରେ ବହୁ ଅସୁବିଧାରେ ଜନ ସାଧାରଣ ଯାଆସ କରୁଛନ୍ତି ଏପରିକି ଅସରାଏ ବର୍ଷାରେ ଯାତାୟାତ କରିବା କଷ୍ଟ ହେଉଛି ଆଗକୁ ବର୍ଷାଦିନ ଶହଶହ ଗାଡିମଟର ଏରାସ୍ତା ଉପରେ ଚଳପ୍ରଚଳ କରୁଛନ୍ତି ଖାଲଖମା  ଫଳରେ ନିତିଦିନ ଦୁର୍ଘଟଣା ଘଟୁଛି । ଏଣୁ ରାସ୍ତାକୁ ତୁରନ୍ତ ନିର୍ମାଣ ସହ ପ୍ରଶସ୍ତି କରଣ କରାଯିବାକୁ କଟକ ସଦରର ଅଗ୍ରଣୀ ସାମାଜିକ ସଂଗଠନ ସଭାପତି ଯୁବସମାଜସେବୀ ଇଂ. ପ୍ରକାଶ ଚନ୍ଦ୍ର ସେଠୀ ବିଭାଗୀୟ ଯନ୍ତ୍ରୀଙ୍କ ନିକଟରେ ଦାବି କରିବସହ ଯଦି ଏହାର ସମାଧାନ କରାନଜାଏ ଅଗାମୀ ଦିନରେ ପରିଷଦ ପକ୍ଷରୁ ଗଣ ଆନ୍ଦୋଳନ କରାଯିବାକୁ ଆହ୍ୱାନ ଦିଆଯାଇଛି । ଓଡ଼ିଶା ସମାଚାର

Leave a Reply

Your email address will not be published.