Saturday , December 10 2022
Home / ବିଶେଷ / ନଦୀରେ ଭାସୁଥିବା  ଅଜଣା ବ୍ୟକ୍ତିର ଶବ ଉଦ୍ଧାର

ନଦୀରେ ଭାସୁଥିବା  ଅଜଣା ବ୍ୟକ୍ତିର ଶବ ଉଦ୍ଧାର

କଟକ ୨୩/୦୬/୨୦୨୧ ( ଓଡିଶା ସମାଚାର/ ଦେବାଶିଷ ରଥ): ଗତକାଲି ଦିନ ପ୍ରାୟ ବାରଟା ବେଳେ ,କିଛି ସ୍ଥାନୀୟ ଲୋକେ ନଦୀ କୁ ଗାଧୋଇବାକୁ ଯାଇଥିବା ବେଳେ, କଟକ ବିଡ଼ାନାଶୀ ଥାନା ଅନ୍ତର୍ଗତ ମହାନଦୀ ରେ  ଜଣେ ଯୁବକ ପାଣିରେ ଭାସୁଥିବା ଲକ୍ଷ କରିଥିଲେ । ଖବର ପାଇ ଦମକଳ ବାହିନୀ ବିଡାନାସୀ ଥାନା ଅନ୍ତର୍ଗତ ହରିଣ ପାର୍କ ନିକଟ ନଈରୁ ଅଜଣା ବ୍ୟକ୍ତିର ଶବ ଉଦ୍ଧାର କରିଛି  ।  ତେବେ ଶବର ପରିଚୟ ମିଳିପାରି ନାହିଁ । ଏହା ଏକ ଆତ୍ମହତ୍ୟା ନା ହତ୍ୟା ,ଏ ନେଇ ପୋଲିସ ତଦନ୍ତ କରୁଥିବା ଜଣା ପଡୁଛି । ଓଡିଶା ସମାଚାର

Leave a Reply

Your email address will not be published.