Tuesday , May 30 2023
Breaking News
Home / ସ୍ୱାସ୍ଥ୍ୟ / କେନ୍ଦ୍ରାପଡା ଜିଲ୍ଲାରେ ଆଜି ୧୪୭କରୋନା ପଜିଟିଭ

କେନ୍ଦ୍ରାପଡା ଜିଲ୍ଲାରେ ଆଜି ୧୪୭କରୋନା ପଜିଟିଭ

କେନ୍ଦ୍ରାପଡ଼ା, ୨୩/୦୬/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲାରେ ବୁଧବାର ୧୪୭ ଜଣ କରୋନା ପଜିଟିଭ ବାହାରିଥିବା  ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସେଥିମଧ୍ୟରୁ   ଆଳି ବ୍ଲକରେ ୨୪ଜଣ  କରୋନା ପଜିଟିଭ କେଶ ବାହାରିଥିବା ବେଳେ ଡେରାବିଶି ବ୍ଲକରେ ୧୭, ଗରଦପୁର ବ୍ଲକରେ ୫ଜଣ, କେନ୍ଦ୍ରାପଡା ବ୍ଲକରେ ୨୫, ମହାକାଳପଡା ବ୍ଲକରେ ୧୪, ମାର୍ଶାଘାଇ ବ୍ଲକର ୯, ପଟ୍ଟାମୁଣ୍ଡାଇ ବ୍ଲକରେ ୧୫, ରାଜକନିକା ବ୍ଲକରେ ୨୪, ରାଜନଗର ବ୍ଲକର ୩ ଓ କେନ୍ଦ୍ରାପଡା ପୌରାଂଚଳର ୧୧ଜଣ  କରୋନା ପଜିଟିଭ ବାହାରିଥିବା ସୂଚନା ଦିଆଯାଇଛି । ଓଡ଼ିଶା ସମାଚାର

Leave a Reply

Your email address will not be published.