Wednesday , May 31 2023
Home / ବିଶେଷ / ଦେବାଶିଷ ପାଣିଗ୍ରାହୀଙ୍କ ବିୟୋଗରେ ଶୋକବାର୍ତା

ଦେବାଶିଷ ପାଣିଗ୍ରାହୀଙ୍କ ବିୟୋଗରେ ଶୋକବାର୍ତା

ଭୁବନେଶ୍ୱର,୧୯/୦୬/୨୦୨୧(ଓଡ଼ିଶା ସମାଚାର)- ଜଣେ ଦକ୍ଷ, କର୍ମନିଷ୍ଠ ପୋଲିସ୍ ଅଧିକାରୀ, ସୁସାହିତି୍ୟକ, ଉଚ୍ଚକୋଟିର ବ୍ୟକ୍ତିତ୍ୱ, ରାଜ୍ୟର ଭିଜିଲାନ୍ସ ମହାନିର୍ଦ୍ଧେଶକ, ଭାରତୀୟ ଆରକ୍ଷୀ ସେବା ଅଧିକାରୀ ଦେବାଶିଷ ପାଣିଗ୍ରାହୀଙ୍କ କରୋନା ସଂକ୍ରମଣରେ ଅକାଳ ବିୟୋଗରେ ପୂର୍ବତନ ଅର୍ଥମନ୍ତ୍ରୀ ତଥା କେନ୍ଦ୍ରାପଡ଼ା ବିଧାୟକ ଶଶିଭୂଷଣ ବେହେରା ଗଭୀର ଶୋକ ପ୍ରକଟ କରିବା ସହ ରାଜ୍ୟ ଜଣେ ଦକ୍ଷ ପୋଲିସ୍ ଅଧିକାରୀ ଓ ସୁସାହିତି୍ୟକଙ୍କୁ ହରାଇଲା ବୋଲି ମତବ୍ୟକ୍ତ କରି ସ୍ୱର୍ଗତ ଅମର ଆତ୍ମାର ସଦ୍ଗତି କାମନା କରିଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.