Monday , December 6 2021
Breaking News
Home / ବିଶେଷ / ଦିଘି ପୋଖରୀ ରୁ ମୃତ ଦେହ ଉଦ୍ଧାର 

ଦିଘି ପୋଖରୀ ରୁ ମୃତ ଦେହ ଉଦ୍ଧାର 

ଗରଦପୁର, ୧୯/୦୬/୨୦୨୧(ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ନିକଟସ୍ଥ ଗରଦପୁର (ଉଆସ ଢ଼ିଅ) ଦିଘି ପୋଖରୀ ରୁ ଦେବେନ୍ଦ୍ର ସାହୁ (୪୫) ଙ୍କର ମୃତ ଦେହ ଆଜି ଉଦ୍ଧାର କରାଯାଇଛି । ଗରଦପୁର ଉଆସଢ଼ିଅ ଗ୍ରାମର ଅକୃର ସାହୁଙ୍କ ପୁଅ ଦେବେନ୍ଦ୍ର ଦିନ ୧୧ ଟା ଠାରୁ ଘରୁ କେଉଁଆଡ଼େ ଯାଇଥିଲେ । ତାଙ୍କ ଫରକୁ ଫେରିବା ଡ଼େରି ହେବାରୁ ପରିବାର ଲୋକେ ତାଙ୍କ ଖୋଜ ଖବର କରିଥିଲେ । ହେଲେ ଦେବେନ୍ଦ୍ରଙ୍କ ମୃତ ଦେହ ଦିଘି ପୋଖରୀ ରୁ ମିଳିଥିଲା । ଓଡ଼ିଶା ସମାଚାର

About admin

Check Also

ପଂଚାୟତିରାଜ ବ୍ୟବସ୍ଥାରେ ମନମାନୀ : ନିର୍ବାଚିତ ପ୍ରତିନିଧିଙ୍କ କ୍ଷମତା ଓ ଅଧିକାରକୁ ଫୁ

ଅଦୃଶ୍ୟ ଶକ୍ତିଙ୍କ ଗୁପ୍ତ ଚିଠାରେ ହେଉଛି ବିଭିନ୍ନ ପ୍ରକଳ୍ପ ଚୟନ ଓ ଅନୁମୋଦନ କେନ୍ଦ୍ରାପଡ଼ା, ୦୫/୧୨/୨୦୨୧(ଓଡ଼ିଶା ସମାଚାର)-ଗ୍ରାମାଂଚଳ ର ବିକାଶ …

Leave a Reply

Your email address will not be published. Required fields are marked *