Saturday , April 1 2023
Breaking News
Home / ବିଶେଷ / କରୋନା ରେ ମହିଳାଙ୍କର ମୃତ୍ୟୁ

କରୋନା ରେ ମହିଳାଙ୍କର ମୃତ୍ୟୁ

ଗରଦପୁର, ୧୯/୦୬/୨୦୨୧(ଓଡ଼ିଶା ସମାଚାର)- କରୋନା ମହାମାରୀ ର ୨ୟ ଲହରୀ ରେ ଗରଦପୁର ବ୍ଲକ୍ ଅନ୍ତର୍ଗତ ତେଣ୍ଡାକୁଡ଼ା ପଂଚାୟ ରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିବା ସୂଚନା । କଟକ ଜଗତପୁରସ୍ଥିତ ସଦଗୁରୁ କୋଭିଡ଼ ହସପିଟାଲ ରେ ଚିକିତ୍ସାଧିନ ଥିବାବେଳେ ଶୁକ୍ରବାର ତାଙ୍କର ମୃତ୍ୟୁ ହୋଇଛି । କୋଭିଡ଼ କଟକଣା ମଧ୍ୟରେ ତାଙ୍କ ସ୍ୱାମୀଙ୍କ ଉପସ୍ଥିତିରେ ଦରଘାବଜାର କଦମ ରସୁଲ ଠାରେ ତାଙ୍କର ଶବ ସତକାର କରାଯାଇଛି ।  ଓଡ଼ିଶା ସମାଚାର

Leave a Reply

Your email address will not be published.