Monday , December 6 2021
Breaking News
Home / ବିଶେଷ / ଓଡ଼ିଶା ମୋ ପରିବାର ଆନୁକୁଲ୍ୟରେ ସ୍ୱେଛାକୃତ ରକ୍ତଦାନ ଶିବିର 

ଓଡ଼ିଶା ମୋ ପରିବାର ଆନୁକୁଲ୍ୟରେ ସ୍ୱେଛାକୃତ ରକ୍ତଦାନ ଶିବିର 

ରଘୁନାଥପୁର,୧୮/୦୬/୨୦୨୧(ଓଡ଼ିଶା ସମାଚାର)-ରଘୁନାଥପୁର ବ୍ଲକ୍ ପୁରଣ ଓଡ଼ପଡ଼ାସ୍ଥିତ ପ୍ରମିଳା ମଣ୍ଡପରେ ଡଓଡ଼ିଶା ମୋ ପରିବାର ଆନୁକୂଲ୍ୟରେ ଏକ ସ୍ୱେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି । ତିର୍ତୋଲ ବିଧାୟକ ବିଜୟ ଶଙ୍କର ଦାସ ଏହାକୁ ଆନୁଷ୍ଠାନିକଭାବେ ଉଦଘାଟନ କରିଥିବାବେଳେ ଜଗତସିଂହପୁର ବିଧାୟକ ପ୍ରଶାନ୍ତ କୁମାର ମୁଦୁଲୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ରଘୁନାଥପୁର ବ୍ଲକ୍ ଯୁବ ଓ ଛାତ୍ର ବିଜେଡ଼ି ଦ୍ୱାରା ଅନୁଷ୍ଠିତ ଏହି ଶିବିରରେ କଟକ ସେଂଟ୍ରାଲ ରେଡ଼କ୍ରସ ବ୍ଲଡ଼ ବ୍ୟାଙ୍କ ତରଫରୁ ଡ଼ ଶେଷାଶୁ ଶତପଥି, ସୌମ୍ୟ ରଂଜନ ବେହେରା, ଗୀତାଂଜଳୀ ବେହେରା, ଅଭିମନ୍ୟୁ ଜେନା , ମୃତ୍ୟୁଂଜୟ ବେଗ୍ , ପଦ୍ମଶ୍ରୀ ପଦ୍ମଲାଭନ ମୁଦୁଲୀ , ସଂଜୟ ପାତ୍ର ପ୍ରମୁଖ ୧୫୦ ୟୁନିଟ ରକ୍ତ ସଂଗ୍ରହ କରିଥିଲେ । ରଘୁନାଥପୁର ବ୍ଲକ୍ ବିଜେଡ଼ି ସଭାପତି ଦେବାଶିଷ ତ୍ରିପାଠୀ, ଓଡ଼ିଶା ମୋ ପରିବାର ସଂଯୋଜକ ଡ଼ ସୁରେନ୍ଦ୍ର ମହାପାତ୍ର, ରଘୁନାଥପୁର ଜୋନ୍ ୨ ଜିଲା ପରିଷଦ ସଭ୍ୟା ଶ୍ରୀମତୀ ଡ଼େଜାଲିନ୍ ମହାପାତ୍ର , ରଘୁନାଥପୁର ବ୍ଲକ୍ ଅଧ୍ୟକ୍ଷା ସ୍ୱପ୍ନା ସରିତା ବଳ, ଜିଲା ଯୁବ ବିଜେଡ଼ି ସାଧାରଣ ସମ୍ପାଦକ ଅନ୍ତର୍ଯ୍ୟାମୀ ରାଉତ, ଜିଲା ବିଜେଡ଼ି ଉପସଭାପତି ସରୋଜକାନ୍ତ ସ୍ୱାଇଁ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିବାବେଳେ ତାରପୁର ସମିତି ସଭ୍ୟ ସରୋଜ କୁମାର ଦାସ, ସରପଂଚ ଛବିତା ମହାନ୍ତି , ସରପଂଚ ଶର୍ମିଷ୍ଠା ସ୍ୱାଇଁ, ସରପଂଚ ସରୋଜ କୁମାର ଦାସ, ସରପଂଚ ସୂର୍ଯ୍ୟନାରାୟଣ ନାୟକ, ଇଂ ବାବାଜୀ ଚରଣ ଜେନା, ଦିଲିପ କୁମାର ରଥ, ଗଙ୍ଗାଧର ଜେନା, ପାର୍ଥଶଖା ପାଲଟା ସିଂ, ସୁବାସ ଚନ୍ଦ୍ର ବାରିକ, ରବିନ୍ଦ୍ର ବିଶ୍ୱାଳ, ଚୌଧୁରୀ ଇନ୍ଦୁ ଭୁଷଣ ଲେଙ୍କା,  ଅନିଲ ମହାନ୍ତି, ଖୋକନ ରାୟ, ତାରାକାନ୍ତ ଜେନା, ଶାନ୍ତିଲତା ଦ୍ୱିବେଦୀ, ମାନସ ରଂଜନ ଦାସ ,ଅନ୍ତର୍ଯ୍ୟାମୀ ସାମଲ, ଅମିତ ମହାପାତ୍ର, କୁଂଜ ବିହାରୀ ସ୍ୱାଇଁ, ଗୌତମ ପାଲିତ , ପରମାନନ୍ଦ ସ୍ୱାଇଁ, ଶେେଦେବ ସେଠୀ, ଶ୍ରୀନିବାସ ନାୟକ, ଶିବରାମ ସାହୁ, ସରପଂଚ ପ୍ରମୋଦ ଜେନା, ଡ଼ିଏନ ଅର୍ପଣ, ସରପଂଚ ବିଜୟ କୁମାର ସ୍ୱାଇଁ, ସରପଂଚ ଜାନକୀ ବଲଭ ସ୍ୱାଇଁ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।  ଓଡ଼ିଶା ସମାଚାର

About admin

Check Also

ପଂଚାୟତିରାଜ ବ୍ୟବସ୍ଥାରେ ମନମାନୀ : ନିର୍ବାଚିତ ପ୍ରତିନିଧିଙ୍କ କ୍ଷମତା ଓ ଅଧିକାରକୁ ଫୁ

ଅଦୃଶ୍ୟ ଶକ୍ତିଙ୍କ ଗୁପ୍ତ ଚିଠାରେ ହେଉଛି ବିଭିନ୍ନ ପ୍ରକଳ୍ପ ଚୟନ ଓ ଅନୁମୋଦନ କେନ୍ଦ୍ରାପଡ଼ା, ୦୫/୧୨/୨୦୨୧(ଓଡ଼ିଶା ସମାଚାର)-ଗ୍ରାମାଂଚଳ ର ବିକାଶ …

Leave a Reply

Your email address will not be published. Required fields are marked *