Saturday , December 10 2022
Home / ପର୍ଯ୍ୟଟନ ଓ ସଂସ୍କୃତି / ଶଙ୍ଖତ୍ରାସରେ ରଜ ଉତ୍ସବ ପାଳିତ

ଶଙ୍ଖତ୍ରାସରେ ରଜ ଉତ୍ସବ ପାଳିତ

କଟକ , ୧୭/୦୬/୨୦୨୧(ଓଡ଼ିଶା ସମାଚାର)- ଓଡ଼ିଶାର ଗଣପର୍ଵ ରଜ ତିନିଦିନ ବ୍ୟାପି ସାରା ରାଜ୍ୟରେ କରୋନା କଟକଣା ମଧ୍ୟରେ ପାଲିତ ହୋଇ ଯାଇଛି । କଟକ ସଦର ବ୍ଲକ ଶଙ୍ଖତ୍ରାସ ଗ୍ରାମରେ ଆନନ୍ଦ ଉଲ୍ଲାସର ସହ ପୂଜା ଦାଶ,ମାମା ବୈଠାଳୁ ଶଙ୍ଖତ୍ରାସରେ,ସାଇ ଲେଙ୍କା,ନିଲୁ ବୈଠାଳୁ,ମିକି ବୈଠାଳୁ,ରିମା ଓଝା,ଝିମି ସାହୁ,ସିମି ସାହୁ,ଭୂମି ସାହୁ, ପୂଜା ବାରିକ,ଗୋଲାପ ବୈଠାଳୁ,ସମି ବୈଠାଳୁ,ବର୍ଷା, ସାଇ ବୈଠାଳୁ,ସୀମା ଓଝା, ଯୁବ ସାମ୍ବାଦିକ ଚନ୍ଦନ ମହାନ୍ତି ପ୍ରମୁଖ ରଜ ଦୋଳି ଖେଳ,ପୋଡପିଠା ଖାଇ ପାଳନ କରିଛନ୍ତି ଏଥିସହ ବୟାଳିଶମୌଜ଼ାର ବିଭିନ୍ନ ସ୍ଥାନରେ ମଧ୍ୟ ପାଳିତ ହୋଇଯାଇଛି । ଓଡ଼ିଶା ସମାଚାର

Leave a Reply

Your email address will not be published.