Wednesday , December 1 2021
Breaking News
Home / ତାଜା ଖବର / ବାଇକ ଦୁର୍ଘଟଣା ରେଜଣେ ମୃତ, ଜଣେ ଆହତ 

ବାଇକ ଦୁର୍ଘଟଣା ରେଜଣେ ମୃତ, ଜଣେ ଆହତ 

 ମାହାଙ୍ଗା, ୧୭/୦୬/୨୦୨୧ (ଓଡିଶା ସମାଚାର /ଅଭୟ ଜେନା )  ଆଜିସନ୍ଧ୍ୟା ରେ  ସ୍ଥାନୀୟ ବାଗସରପୁର କୁସୁପୁର କେନାଲ ବନ୍ଧ ରାସ୍ତା ରେବାଇକ  ଦୁର୍ଘଟଣା ରେ  ଜଣେ ବାଇକ ଆରୋହୀ  ପ୍ରାଣ ହରାଇ ଥିବା ବେଳେ  ଅନ୍ୟ ଜଣେ ମାହାଙ୍ଗା ମେଡିକାଲ ରେ ଭର୍ତ୍ତି ହୋଇଛନ୍ତି. । ମୃତକ କେନ୍ଦ୍ରାପଡ଼ା ଅଞ୍ଚଳ ର ବୋଲି କୁହା ଯାଉଛି. ବାଇକ ଟି ରାସ୍ତା ମଝିରେ ରହିଥିବା ଜେସିବି ମେସିନ ରେ ପିଟି ହୋଇ ଦୁର୍ଘଟଣା ଘଟି ଥିଲା. ।

 ଉତ୍ୟକ୍ତ ଲୋକେ ରାସ୍ତା ମଝିରେ ଥିବା  ଜେସିବି କୁ ନିଆଁ ଲଗାଇ ଦେଇ ଛନ୍ତି । ଘଟଣା ସ୍ଥଳରେ ପ୍ରବଳ  ଉତ୍ତେଜନାଲାଗିରହିଛି. । ଓଡିଶା ସମାଚାର

About admin

Check Also

ବସ କୁ ପଛପଟୁ ପିଟିଲା ଟ୍ରକ୍ , ୩ ମୃତ – ୧୭ ଆହତ

ଗୋପାଳପୁର, ୨୭/୧୧/୨୦୨୧(ଓଡ଼ିଶା ସମାଚାର)- ୧୬ ନମ୍ବର ଜାତୀୟ ରାଜପଥର ବାଲୁଗାଁ ନିକଟ ବେଲପଡ଼ା ଠାରେ ଏକ ସଡ଼କ ଦୁର୍ଘଟଣାରେ ୩ …

Leave a Reply

Your email address will not be published. Required fields are marked *