ମାହାଙ୍ଗା, ୧୭/୦୬/୨୦୨୧ (ଓଡିଶା ସମାଚାର /ଅଭୟ ଜେନା ) ଆଜିସନ୍ଧ୍ୟା ରେ ସ୍ଥାନୀୟ ବାଗସରପୁର କୁସୁପୁର କେନାଲ ବନ୍ଧ ରାସ୍ତା ରେବାଇକ ଦୁର୍ଘଟଣା ରେ ଜଣେ ବାଇକ ଆରୋହୀ ପ୍ରାଣ ହରାଇ ଥିବା ବେଳେ ଅନ୍ୟ ଜଣେ ମାହାଙ୍ଗା ମେଡିକାଲ ରେ ଭର୍ତ୍ତି ହୋଇଛନ୍ତି. । ମୃତକ କେନ୍ଦ୍ରାପଡ଼ା ଅଞ୍ଚଳ ର ବୋଲି କୁହା ଯାଉଛି. ବାଇକ ଟି ରାସ୍ତା ମଝିରେ ରହିଥିବା ଜେସିବି ମେସିନ ରେ ପିଟି ହୋଇ ଦୁର୍ଘଟଣା ଘଟି ଥିଲା. ।
ଉତ୍ୟକ୍ତ ଲୋକେ ରାସ୍ତା ମଝିରେ ଥିବା ଜେସିବି କୁ ନିଆଁ ଲଗାଇ ଦେଇ ଛନ୍ତି । ଘଟଣା ସ୍ଥଳରେ ପ୍ରବଳ ଉତ୍ତେଜନାଲାଗିରହିଛି. । ଓଡିଶା ସମାଚାର