କେନ୍ଦ୍ରାପଡ଼ା, ୧୨/୦୬/୨୦୨୧(ଓଡ଼ିଶା ସମାଚାର)- ଆଜି କେନ୍ଦ୍ରାପଡ଼ା ଜିଲାରେ ୨୮୭ ଜଣ କରୋନା ସଂଙ୍କ୍ରମିତ ଚିହ୍ନଟ ହୋଇଛନ୍ତି । ଆଳି ବ୍ଲକ୍ ରେ ୨୯ଜଣ, ଡ଼େରାବିଶ ବ୍ଲକ୍ ରେ ୪୯ଜଣ, ଗରଦପୁର ବ୍ଲକ୍ ରେ ୧୬ ଜଣ, କେନ୍ଦ୍ରାପଡ଼ା ବ୍ଲକ୍ ରେ ୪୪ ଜଣ, ମହାକାଳପଡ଼ା ବ୍ଲକ୍ ରେ ୨୦ ଜଣ, ମାର୍ଶଘାଇ ବ୍ଲକ୍ ରେ ୩୪ ଜଣ,ବଟ୍ଟାମୁଣ୍ଡାଇ ବ୍ଲକ୍ ରେ ୪୭ ଜଣ, ରାଜକନିକା ବ୍ଲକ୍ ରେ ୨୧ ଜଣ, ରାଜନଗର ବ୍ଲକ୍ ରେ ୧୪ ଜଣ,କେନ୍ଦ୍ରାପଡ଼ା ମୁ୍ୟନିସପାଲିଟି ରେ ୯ ଜଣ , ଅନ୍ୟ ଜିଲାର ୪ ଜଣ ଏହିପରି ମୋଟ ୨୮୭ ଜଣ କରୋନା ସଂଙ୍କ୍ରମିତ ଚିହ୍ନଟ ହୋଇଛନ୍ତି । ଓଡ଼ିଶା ସମାଚାର
