Tuesday , October 3 2023
Breaking News
Home / ତାଜା ଖବର / ପିକଅପ ଭ୍ୟାନ ଧକ୍କା ରେ ଯୁବକ ଗୁରୁତର

ପିକଅପ ଭ୍ୟାନ ଧକ୍କା ରେ ଯୁବକ ଗୁରୁତର

ସାଲେପୁର,୧୧/୦୬/୨୦୨୧(ଓଡିଶା ସମାଚାର/ ଅଭୟ ଜେନା )- ଆଜି ସନ୍ଧ୍ୟା ସମୟରେ ସାଲେପୁର ର ରୋଧପୁର ନିକଟରେ ଏକ ମାଲବାହୀ  ପିକପ ଗାଡି ଦୃତଗତି ରେ ଆସି ରାଘବପୁର  ର ପବିତ୍ର ମଲ୍ଲିକ ଙ୍କ ପୁଅ ପଙ୍କଜ  କୁ  ଧକାଦେବା ଫଳରେ ପଙ୍କଜ ଙ୍କ ଗୋଡ଼ ଗୁରୁତର କ୍ଷତିଗ୍ରସ୍ତ ହୋଇଥିଲା।ତାଙ୍କୁ ସାଲେପୁର ଗୋଷ୍ଠିସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ମାତ୍ର ଅବସ୍ଥା ଗୁରୁତର ହେବାରୁ ତାକୁ  କଟକ ବଡ଼ ଡ଼ାକ୍ତରଖାନାକୁ ପଠାଯାଇଛି।ବର୍ତ୍ତମାନ ସୁଦ୍ଧା ସାଲେପୁର ଥାନାରେ କୌଣସି ଅଭିଯୋଗ ହୋଇନଥିବା ଥାନାର ଭାରାପ୍ରାପ୍ତ ଅଧିକାରୀ ଏମ.କେ ସେନାପତି   ପ୍ରକାଶ କରିଛନ୍ତି। ଓଡିଶା ସମାଚାର

Leave a Reply

Your email address will not be published. Required fields are marked *