Sunday , June 26 2022
Breaking News
Home / ବିଶେଷ / ସାଇକେଲଆରୋହୀ କୁ ବଞ୍ଚେଇ ବାକୁ ଯାଇକାର ଚାଳକ ଗୁରୁତର ଆହତ

ସାଇକେଲଆରୋହୀ କୁ ବଞ୍ଚେଇ ବାକୁ ଯାଇକାର ଚାଳକ ଗୁରୁତର ଆହତ

ସାଲେପୁର, ୧୦/୦୬/୨୦୨୧ (ଓଡିଶା ସମାଚାର /ଅଭୟ ଜେନା )କଟକ  ଚାନ୍ଦବାଲି ରୋଡ଼ ର ସାଲେପୁର ନନ୍ଦୋଳ ଗଡା ବଜାରରେଏକ  କାର ଓଲଟି ପଡିବା ରୁ ଚାଳକଗୁରୁତର ଆହତ ହୋଇଛି  । ଆଜିଦିନ 1.30 ମିନିଟି ସମୟରେ କଟକ ଆଡୁ କେନ୍ଦ୍ରାପଡ଼ା ଯାଉଥିବା ସମୟ ରେ OD-02-BN5133ଏକ କାର ନାନ୍ଦଳ ଗଡା ବଜାରରେ ଜଣେ ସାଇକେଲ ଆରୋହୀ ରାସ୍ତା ମଝିକୁ   ପଶିଯାଇଥିଲେ  । ଏହାକୁ ବଞ୍ଚେଇବାକୁ ଯାଇ ଗାଡ଼ିଚାଳକ ଭାରସାମ୍ୟ ହରାଇ ଓଲଟିଯାଇଥିଲା  । ଏଥିରେ ଗାଡ଼ି ଚାଳକ ସାଇକେଲ ଚାଳକ ଗୁରତର ଅବସ୍ଥା ରେ ଡାକ୍ତର ଖାନା କୁ ଦମକଳଗାଡି  ସାହାଯ୍ୟରେ ପଠାଇଥିଲେ ସ୍ଥାନୀୟ ଲୋକ ।ପୋଲିସ ପହଁଚି ଗାଡିଟକୁ ଜେସିବି ସାହାଯ୍ୟରେ ରାସ୍ତାରୁ  ହଟାଇ  ଗାଡିଟିକୁ ଥାନାକୁ ନେଇଥିବା ଜଣାପଡିଛି  l ଓଡିଶା ସମାଚାର

About admin

Check Also

କନ୍ଧମାଳ ଜିଲ୍ଲାର ଅଗ୍ରଣୀ ଯୁବକ ସଂଘ ୟୁଥ ୱାରିୟର ପକ୍ଷରୁ ସଫେଇ ଅଭିଯାନ

ବାଲିଗୁଡା,୨୬/୦୬/୨୨(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): ୟୁଥ ୱାରିୟର ପକ୍ଷରୁ ରବିବାର ଟିକାବାଲି ବସଷ୍ଟାଣ୍ଡ ଓ ମେଡିକାଲ ଛକ ଠାରେ ଥିବା …

Leave a Reply

Your email address will not be published. Required fields are marked *