ସାଲେପୁର, ୧୦/୦୬/୨୦୨୧ (ଓଡିଶା ସମାଚାର /ଅଭୟ ଜେନା )କଟକ ଚାନ୍ଦବାଲି ରୋଡ଼ ର ସାଲେପୁର ନନ୍ଦୋଳ ଗଡା ବଜାରରେଏକ କାର ଓଲଟି ପଡିବା ରୁ ଚାଳକଗୁରୁତର ଆହତ ହୋଇଛି । ଆଜିଦିନ 1.30 ମିନିଟି ସମୟରେ କଟକ ଆଡୁ କେନ୍ଦ୍ରାପଡ଼ା ଯାଉଥିବା ସମୟ ରେ OD-02-BN5133ଏକ କାର ନାନ୍ଦଳ ଗଡା ବଜାରରେ ଜଣେ ସାଇକେଲ ଆରୋହୀ ରାସ୍ତା ମଝିକୁ ପଶିଯାଇଥିଲେ । ଏହାକୁ ବଞ୍ଚେଇବାକୁ ଯାଇ ଗାଡ଼ିଚାଳକ ଭାରସାମ୍ୟ ହରାଇ ଓଲଟିଯାଇଥିଲା । ଏଥିରେ ଗାଡ଼ି ଚାଳକ ସାଇକେଲ ଚାଳକ ଗୁରତର ଅବସ୍ଥା ରେ ଡାକ୍ତର ଖାନା କୁ ଦମକଳଗାଡି ସାହାଯ୍ୟରେ ପଠାଇଥିଲେ ସ୍ଥାନୀୟ ଲୋକ ।ପୋଲିସ ପହଁଚି ଗାଡିଟକୁ ଜେସିବି ସାହାଯ୍ୟରେ ରାସ୍ତାରୁ ହଟାଇ ଗାଡିଟିକୁ ଥାନାକୁ ନେଇଥିବା ଜଣାପଡିଛି l ଓଡିଶା ସମାଚାର