Wednesday , October 4 2023
Breaking News
Home / ବିଶେଷ / ବୟାଳିଶମୌଜ଼ାର ନଦୀ ବନ୍ଧ ସୁରକ୍ଷା ନେଇ ଚିଠି ଲେଖିଲେ ଉତ୍କଳ ବିକାଶ ପରିଷଦ ସଭାପତି ଇଂ.ପ୍ରକାଶ ଚନ୍ଦ୍ର ସେଠୀ

ବୟାଳିଶମୌଜ଼ାର ନଦୀ ବନ୍ଧ ସୁରକ୍ଷା ନେଇ ଚିଠି ଲେଖିଲେ ଉତ୍କଳ ବିକାଶ ପରିଷଦ ସଭାପତି ଇଂ.ପ୍ରକାଶ ଚନ୍ଦ୍ର ସେଠୀ

କଟକ ,୦୯/୦୬/୨୦୨୧(ଓଡ଼ିଶା ସମାଚାର)-  କଟକ ସଦର ବୟାଳିଶମୌଜ଼ା ଉପକଣ୍ଠ କୂଳସରିଚୁଆଁ ପଂଚାୟତ ଗୋପୀନାଥ ମନ୍ଦିର ନିକଟରେ ସିଢୁଆ ନଦୀ ବନ୍ଧ ୯୫(ଖ) ପଥର ପ୍ୟାକିଙ୍ଗ କିଛି ଅଂଶ ଧସିଜାଇଛି ଯାହାଫଳରେ ସାଧାରଣ ଜନତା ଆତଙ୍କିତ ଅବସ୍ଥାରେ ଥିବାବେଳେ ଆଗକୁ ବର୍ଷା ଦିନ ଆସୁଥିବାରୁ ଏହାକୁ ଜରୁରୀ କାଳୀନ ଭିତ୍ତିରେ ନିର୍ମାଣ କରିବାକୁ ମହାନଦୀ ଦକ୍ଷିଣ ବିଭାଜନ ଜଳସେଚନ ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କୁ ଅଗ୍ରଣୀ ସାମାଜିକ ସଂଗଠନ ଉତ୍କଳ ବିକାଶ ପରିଷଦ(ଉବିପ)ର ସଭାପତି ଯୁବସମାଜସେବୀ ଇଂ.ପ୍ରକାଶ ଚନ୍ଦ୍ର ସେଠୀ ଚିଠି ମାଧ୍ୟମରେ ନିବେଦନ କରିଛନ୍ତି ଏହାଦ୍ୱାରା ପୂର୍ଣ ବୟାଳିଶମୌଜ଼ାର ଛଅଗୋଟି ପଂଚାୟତ ବନ୍ୟା ଦାଉରୁ ରକ୍ଷା ପାଇ ପାରିବ ବୋଲି ମତ ଦେଇଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *