Wednesday , December 8 2021
Home / ବିଶେଷ / ମଦ ବେପାରକୁ ନେଇ ବୋମା ମାଡ଼ ଓ ଗାଡ଼ି ପୋଡ଼ି

ମଦ ବେପାରକୁ ନେଇ ବୋମା ମାଡ଼ ଓ ଗାଡ଼ି ପୋଡ଼ି

ଖଲତକୋଟ , ୦୭/୦୬/୨୦୨୧(ଓଡ଼ିଶା ସମାଚାର)- ମଦ ବେପାରକୁ ନେଇ ଖଲିକୋଟ ଥାନା ଅନ୍ତର୍ଗତ ଖୋଜାପଲୀ ଓ ଏହାର ପଡ଼ୋସୀ ଗ୍ରାମ ମଧ୍ୟରେ ସଂଘର୍ଷ , ବୋମା ମାଡ଼, ଗାଡ଼ ପୋଡ଼ି ହୋଇଛି । ଖୋଜାପଲୀ ଗ୍ରାମର ଦଳିତ ସାହିରେ ବିଳମ୍ବିତ ରାତିରେ ୧୦ ରୁ ୧୨ ଜଣ ଯୁବକ ପହଂଚି ବିଶ୍ୱନାଥ ଦାସ ଙ୍କୁ ମାଡ଼ ମାରିବା ସହ ୪ ଟି ବୋମା ମାଡ଼ କରିଥିଲେ ଓ ଗୋଟିଏ କାର ଓ ଗୋଟିଏ ବାଇକ୍ ପୋଡ଼ିଦେଇଛନ୍ତି । ସେଠାରେ ଏକ ପୁଲିସ ଫାଣ୍ଡି ଥାଇ ମଧ୍ୟ କିଛି ଲାଭ ମିଳିନାହିଁ । ଓଡ଼ିଶା ସମାଚାର

About admin

Check Also

ସଙ୍କଟରେ କଳାହାଣ୍ଡି ର ଧଳାସୁନା  

ଜୁନାଗଡ଼, ୦୭/୧୨/୨୦୨୧(ଓଡ଼ିଶା ସମାଚାର / ରାକେଶ ବେମାଲ)- ବାତ୍ୟା ଜୱାଦ କେବଳ ଉପକୂଳ ଓଡ଼ିଶା ନୁହେଁ କଳାହାଣ୍ଡି ଜିଲ୍ଲାରେ ମଧ୍ୟ …

Leave a Reply

Your email address will not be published. Required fields are marked *