Wednesday , October 4 2023
Breaking News
Home / ସ୍ୱାସ୍ଥ୍ୟ / କେନ୍ଦ୍ରାପଡା ଜିଲ୍ଲାରେ ଆଜି ୩୮୭ କରୋନା ପଜିଟିଭ

କେନ୍ଦ୍ରାପଡା ଜିଲ୍ଲାରେ ଆଜି ୩୮୭ କରୋନା ପଜିଟିଭ

କେନ୍ଦ୍ରାପଡ଼ା,୦୧/୦୬/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ଜିଲ୍ଲାରେ ମଙ୍ଗଳବାର ୩୮୭ ଜଣ କରୋନା ପଜିଟିଭ ବାହାରିଥିବା  ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସେଥିମଧ୍ୟରୁ  ଆଳି ବ୍ଲକରେ ୫୦ଟି କରୋନା ପଜିଟିଭ କେଶ ବାହାରିଥିବା ବେଳେ ଡେରାବିଶି ବ୍ଲକରେ ୨୮,  ଗରଦପୁର ବ୍ଲକରେ ୩୭, କେନ୍ଦ୍ରାପଡା ବ୍ଲକରେ ୭୬, ମହାକାଳପଡା ବ୍ଲକରେ ୪୬, ମାର୍ଶାଘାଇ ବ୍ଲକର ୨୬, ପଟ୍ଟାମୁଣ୍ଡାଇ ବ୍ଲକରେ ୩୯, ରାଜକନିକା ବ୍ଲକରେ୩୩, ରାଜନଗର ବ୍ଲକର ୨୮ ଏବଂ  କେନ୍ଦ୍ରାପଡା ପୈାରାଳରେ ୨୩ ଓ ଅନ୍ୟ ଜିଲ୍ଲାର ଜଣେ  କରୋନା ପଜିଟିଭ ବାହାରିଥିବା ସୂଚନା ଦିଆଯାଇଛି । ଜିଲ୍ଲାରେ କରୋନା ପଜିଟିଭଙ୍କ ସଂଖ୍ୟା ଧିରେ ଧିରେ ବୃଦ୍ଧି ପାଇବାରେ ଲାଗିଥିବାରୁ କଟକଣାକୁ ଆହୁରି କଡାକଡି କରାଯିବାର ଆବଶ୍ୟକତା ରହିଛି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *