Monday , March 27 2023
Breaking News
Home / ବିଶେଷ / ସଂଯୁକ୍ତ ସଂଗଠନ ପକ୍ଷରୁ ବାତ୍ୟା ପ୍ରଭାବିତ ଅଂଚଳରେ ରିଲିଫ ବଂଟନ

ସଂଯୁକ୍ତ ସଂଗଠନ ପକ୍ଷରୁ ବାତ୍ୟା ପ୍ରଭାବିତ ଅଂଚଳରେ ରିଲିଫ ବଂଟନ

କେନ୍ଦ୍ରାପଡ଼ା, ୨୯/୦୫/୨୦୨୧(ଓଡ଼ିଶା ସମାଚାର)- ସଂଯୁକ୍ତ ସଂଗଠନ ପକ୍ଷରୁ କେନ୍ଦ୍ରାପଡା ଜିଲ୍ଲାର ବାତ୍ୟା ‘ୟାସ’ ଦ୍ୱାରା ପ୍ରଭାବିତ ରାଜନଗର, ରାଜକନିକା ଓ ଆଳି ବ୍ଲକର ବିଭିନ୍ନ ସ୍ଥାନରେ ବାତ୍ୟା ପ୍ରଭାବିତ ଗରୀବ ଲୋକମାନଙ୍କୁ ଶୁଖିଲା ଖାଦ୍ୟ ବଂଟନ କରାଯାଇଛି । ଅନୁଷ୍ଠାନର ମୁଖ୍ୟ ଆସିଫ ଅନୱରଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରାଜ୍ୟ ବିଜେଡି ସଂଖ୍ୟାଲଘୁ ସେଲର ସାଧାରଣ ସମ୍ପାଦକ ସେକ ଅବଦୁଲ୍ଲା, ତୋସିଫ ଅଖତର, ଆୟୁଷ୍ମାନ ସାହୁ, ସତ୍ୟଜିତ ଦାସ, ଅଫତାବ ଖାନ ଓ ପପୁନ ପ୍ରମୁଖ ସହଯୋଗ କରିଥିଲେ । ଓଡ଼ିଶା ସମାଚା

Leave a Reply

Your email address will not be published.