Wednesday , May 31 2023
Breaking News
Home / ବିଶେଷ / ଗୁଡୱିଲ ଫାଉଣ୍ଡେସନ ପକ୍ଷରୁ ଶୁଖିଲା ଖାଦ୍ୟ ବଂଟନ

ଗୁଡୱିଲ ଫାଉଣ୍ଡେସନ ପକ୍ଷରୁ ଶୁଖିଲା ଖାଦ୍ୟ ବଂଟନ

କେନ୍ଦ୍ରାପଡ଼ା, ୨୯/୦୫/୨୦୨୧(ଓଡ଼ିଶା ସମାଚାର)-ଗୁଡୱିଲ ଫାଉଣ୍ଡେସନ ପକ୍ଷରୁ ଚଉଦକୁଲାଟସ୍ଥିତ ମୁସଲିମ ବସ୍ତିରେ ବାତ୍ୟା ୟାସ ପରେ ଶୁଖିଲା ଖାଦ୍ୟ ବଂଟନ କରାଯାଇଛି । କଲେଜରେ ପାଠପଢୁଥିବା ପିଲାମାନେ ନିଜ ପକେଟ ଖର୍ଚ୍ଚରୁ ବଂଚେଇ ରଖିଥିବା ଅର୍ଥରେ ବାତ୍ୟା ପ୍ରଭାବିତ ଗରୀବ ଲୋକମାନଙ୍କୁ ଏହି ଶୁଖିଲା ଖାଦ୍ୟ ବଂଟନ କରିଛନ୍ତି । ରିଜୁୱାନ ମିର୍ଜାଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜାହିଦ ଖାନ, ଇସ୍ରାଇଲ ଖାନ, ଆନସାର ମିର୍ଜା ଓ ସେକ ଦିଲସାଦ୍ ପ୍ରମୁଖ ଏହି ମହତ କାର୍ଯ୍ୟ କରିଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.