Saturday , April 1 2023
Breaking News
Home / ବିଶେଷ / ସିଦ୍ଧେସ୍ୱର ଫାଉଣ୍ଡେସନ ପକ୍ଷରୁ ବାତ୍ୟା ଆଶ୍ରୟ ସ୍ଥଳୀ ରେ ଖାଦ୍ୟ  ବଣ୍ଟନ 

ସିଦ୍ଧେସ୍ୱର ଫାଉଣ୍ଡେସନ ପକ୍ଷରୁ ବାତ୍ୟା ଆଶ୍ରୟ ସ୍ଥଳୀ ରେ ଖାଦ୍ୟ  ବଣ୍ଟନ 

ସାଲେପୁର, ୨୭/୦୫/୨୦୨୧ (ଓଡିଶା ସମାଚାର/ ଅଭୟ ଜେନା )-ସୁଦ୍ଧଖଣ୍ଡ ପଂଚାୟତ ସ୍ଥିତ ସୁରେନ୍ଦ୍ର ବିଦ୍ୟାପୀଠ ତୋଟାପଡା ଠାରେ ହୋଇଥିବା ବାତ୍ୟା ଆଶ୍ରୟ ସ୍ଥଳୀ ରେ ଲୋକ ମାନଙ୍କୁ ସିଦ୍ଧେସ୍ୱର ଫାଉଣ୍ଡେସନ ତରଫରୁ ରନ୍ଧାଖାଦ୍ୟ ଓ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇ  ଥିଲା ।ଏଥିସହ ଗୋମାତା ମାନଙ୍କୁ ମଧ୍ୟ ଖାଦ୍ୟ ପ୍ରଦାନ କରାଯାଇ ଥିଲା । ଏହି କାର୍ଯ୍ୟକ୍ରମ ରେ ଅନନ୍ତ କର, ଶରତ ନାୟକ, ସୁବଳ ରାଉତରାୟ,ଗୌରବ ସାମଲ,  କାର୍ତିକ ଚନ୍ଦ୍ର ଦାସ,ମିହିର କାନ୍ତ ଚଇନି, ଚୌ. ପ୍ରମୋଦ ରାଉତରାୟ, ବିକାଶ ରଞ୍ଜନ ବରାଳ, ପ୍ରତି ଶ୍ରୁତି ବରାଳ, ଚନ୍ଦନ ଦାସ ହରିହର ସ୍ୱାଇଁ ଓ ଅନୁଷ୍ଠାନ ରକର୍ମକର୍ତା ମନେ ସହାୟତା କରିଥିଲେ । ଓଡିଶା ସମାଚାର

Leave a Reply

Your email address will not be published.