ପୁରୀ, ୨୪/୦୫/୨୦୨୧(ଓଡ଼ିଶା ସମାଚାର)- ଘରେ ଘରେ ପରିଚିତ ପ୍ରବଚକ ଚାରଣ ରାମ ଦାସ ଙ୍କ ଦେହାନ୍ତ ହୋଇଛି । ସେ କରୋନା ରେ ଆକ୍ରାନ୍ତ ହୋଇ ପୁରୀ ର ଏକ ହସପିଟାଲ ରେ ଚିକିତ୍ସିତ ହେଉଥିବାବେଳେ ତାଙ୍କର ପରଲୋକ ଘଟିଥିବା ସୂଚନା ମିଳିଛି । ଓଡ଼ିଶା ସମାଚାର
Check Also
ଇଣ୍ଡିଆବୁକ ଅଫ ରେକର୍ଡ ସ୍ଥାନ ପାଇଲେ ପ୍ରଚେତା
ଜୁନାଗଡ଼ , ୦୨ / ୦୭ /୨୦୨୨(ଓଡ଼ିଶା ସମାଚାର /ରାକେଶ ବେମାଲ )- କଲାହାଣ୍ଡି ଜିଲ୍ଲା ଜୁନାଗଡ଼ ସହରର ପ୍ରଚେତା …