Saturday , December 10 2022
Home / ବିଶେଷ / ଜିଗ୍ନିପୁର ରେ ଅଗ୍ନିକାଣ୍ଡ: ବ୍ୟାପକ କ୍ଷୟକ୍ଷତି

ଜିଗ୍ନିପୁର ରେ ଅଗ୍ନିକାଣ୍ଡ: ବ୍ୟାପକ କ୍ଷୟକ୍ଷତି

ନିଶ୍ଚିନ୍ତକୋଇଲି:୨୪/୦୫/୨୦୨୧(ଓଡିଶା ସମାଚାର /ଅଭୟ ଜେନା )ନିଶ୍ଚିନ୍ତକୋଇଲି ବ୍ଲକ ଜିଗିନୀପୁର ପଞ୍ଚାୟତ ର ୩ନମ୍ବର ୱାର୍ଡ ର ଇନ୍ଦ୍ରମଣୀ ଦାସ ଓ ମିନତୀ ଦାସ ଙ୍କ ୪ବଖରାଘର ଆଜି ଦିନ ୨ଟା ସମୟ ରେ ପୋଡି ଯାଇଥିବା ଜଣାପଡିଛି । ବିଦ୍ୟୁତ ସଟ ସର୍କିଟ ଯୋଗୁଁ ଏହା ଘଟିଛି ବୋଲି କୁହାଯାଉଛି ।ତାଙ୍କର ଧାନ,ଚାଉଳ ଓ ବହୁ ଆସବାଵ ପତ୍ର ଅଗ୍ନିକାଣ୍ଡ ରେ ଜଳି ଯାଇଥିବା ଜଣାପଡ଼ିଛି ।ସ୍ଥାନୀୟ ଗ୍ରାମବାସୀ ଓ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଥିବା ଜଣାପଡିଛି।କରୋନା ଓ ବାତ୍ୟା ସମୟରେ ଏଭଳି ବିପତ୍ତି ଆହୁରୀ ଚିନ୍ତା କୁ ଦ୍ୱିଗୁଣିତ କରିଛି।ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ସାଧାରଣ ରେ ଦାବିହେଉଛି।ଓଡ଼ିଶା ସମାଚାର

Leave a Reply

Your email address will not be published.