Wednesday , December 8 2021
Home / ବିଶେଷ / ନିଆଁ ଲାଗି ଚାରି ବଖରା ଘର ସଂପର୍ଣ୍ଣ ଜଳି ଗଲା

ନିଆଁ ଲାଗି ଚାରି ବଖରା ଘର ସଂପର୍ଣ୍ଣ ଜଳି ଗଲା

ସାଲେପୁର,୨୨/୦୫/୨୦୨୧(ଓଡିଶା ସମାଚାର/ ଅଭୟ ଜେନା )- ସାଲେପୁର ବ୍ଲକ୍ ଜପକୁଦ ଫାଣ୍ଡି ଅନ୍ତର୍ଗତ କଟରପା ଗାଁ ର ଅନାଦି ଚରଣ ଦାସ ଙ୍କ ଘରେ ଶନିବାର ସଂଧ୍ୟା ସମୟରେ ରୋଷେଇ  କରୁଥିବା ସମୟରେ   ନିଆଁ ଲାଗି ଚାରି ବଖରା ଘର ପୋଡି ଭସ୍ମି ଭୁତ ହୋଇଯାଇଛି। ଘରେ ରହିଥିବା ୨୦ବସ୍ତା ରୁ ଉର୍ଦ୍ଧ  ଧାନ ମୁଗ  ସହ ବିଭିନ୍ନ ଆସବାଵ ପତ୍ର  ପୋଡି ନଷ୍ଟ ହୋଇଛି। ଖବର ପାଇ ସାଲେପୁର ଦମକଳ ଗାଡି ପହଞ୍ଚି ନିଆଁ ବ୍ୟାପିବା ପୁର୍ବରୁ ନିଆଁକୁ ଆୟତ୍ତ କରିଛି। ଓଡ଼ିଶା ସମାଚାର

About admin

Check Also

ସାଲେପୁର ରେ ଡ୍ରାଇଭର ମହାସଂଘ ର ବୈଠକ

ସାଲେପୁର,୦୭/୧୨/୨୦୨୧(ଓଡିଶା ସମାଚାର/ ଅଭୟ ଜେନା )-ଓଡିଶା ଡ୍ରାଇଭର ମହାସଂଘ ଓ ସାଲେପୁର ଡ୍ରାଇଭର ସଂଘ ପକ୍ଷରୁ ଆଜି ବ୍ଲକ ଆଡିମିନ …

Leave a Reply

Your email address will not be published. Required fields are marked *